ଦେଖନ୍ତୁ ଭିଡିଓ ; ରଖେ ହରି ତ ମାରେ କିଏ, ୧୩ ମହଲାରୁ ଖସିଲା ୨ ବର୍ଷର ଶିଶୁ, ଏମିତି ବଞ୍ଚିଲା ଜୀବନ

ନୂଆଦିଲ୍ଲୀ : କଥାରେ ଅଛି ରଖେ ହରି ତ ମାରେ କିଏ? ନିକଟରେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଭିଡିଓ ଦେଖିଲେ ଏହି ଉକ୍ତିର ସତ୍ୟତାକୁ ବେଶ ଅନୁଭବ କରି ପାରିବେ। ଭିଡିଓ ବତ୍ତର୍ମାନ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିବା ସହ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି। ମୁମ୍ବାଇର ଡୋମ୍ବିବଲୀରର ଏହି ଘଟଣା ଏବେ ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିିତ କରି ଦେଇଛି। ଏଠାରେ ଏକ ବହୁ ମହଲା ବିଶିଷ୍ଟ ଅଟ୍ଟାଳିକାର ୧୩ ମହଲାର ଏକ ବାଲକୋନୀରୁ ୨ … Continue reading ଦେଖନ୍ତୁ ଭିଡିଓ ; ରଖେ ହରି ତ ମାରେ କିଏ, ୧୩ ମହଲାରୁ ଖସିଲା ୨ ବର୍ଷର ଶିଶୁ, ଏମିତି ବଞ୍ଚିଲା ଜୀବନ