www.samajalive.in
Saturday, December 6, 2025
26.1 C
Bhubaneswar

୧୪୪ ବର୍ଷ ପରେ ସରସ୍ୱତୀ ପୂଜାରେ ଦୁର୍ଲ୍ଲଭ ଯୋଗ; ଏହି ୩ ରାଶି ହେବେ ଭାଗ୍ୟବାନ୍‌, ମିଳିବ ଧନ, ଅତ୍ୟନ୍ତ ଶୁଭଫଳ..

ବସନ୍ତ ପଞ୍ଚମୀ ଚଳିତ ବର୍ଷ ୨ ଫେବୃଆରୀ ରବିବାର ଦିନ ପାଳନ କରାଯିବ । ଏହି ଦିନ ବାକ୍‌ଦେବୀ ମା’ ସରସ୍ୱତୀଙ୍କର ଉପାସନା ସହ ପୂଜାର୍ଚ୍ଚନା କରାଯାଏ ।
ମାଘ ମାସର ଶୁକ୍ଳପକ୍ଷର ପଞ୍ଚମୀ ତିଥିକୁ ବସନ୍ତ ପଞ୍ଚମୀର ପର୍ବ ପାଳନ କରାଯାଏ । ମା’ଙ୍କ ଉପାସନା କରିବା ଦ୍ୱାରା ଉତ୍ତମ ବିଦ୍ୟା, ବୁଦ୍ଧି ଓ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ ।
ଚଳିତ ବର୍ଷ ବସନ୍ତ ପଞ୍ଚମୀରେ ୧୪୪ ବର୍ଷ ପରେ ବିଶେଷ ସଂଯୋଗ ହେବାକୁ ଯାଉଛି । ଏହି ଦିନ ମହାକୁମ୍ଭର ୪ର୍ଥ ସ୍ନାନ ବ୍ୟତୀତ ସର୍ବାର୍ଥ ସିଦ୍ଧିଯୋଗ, ଶିବ ଯୋଗ, ସିଦ୍ଧ ଯୋଗ, ଉତ୍ତରାଭାଦ୍ରପଦ ଓ ରେବତୀ ନକ୍ଷତ୍ରର ସଂଯୋଗ ମଧ୍ୟ ହେବାକୁ ଯାଉଛି ।
ବସନ୍ତ ପଞ୍ଚମୀରେ ହେବାକୁ ଯାଉଥିବା ଏହି ଶୁଭ ଯୋଗ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଖୁବ୍‌ ଭାଗ୍ୟଶାଳୀ ହେବେ । ଜାଣନ୍ତୁ..

କର୍କଟ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ଉନ୍ନତିର ଯୋଗ ରହିଛି । କର୍ମକ୍ଷେତ୍ରରେ ଉନ୍ନତି ହେବ । ଧନ ବୃଦ୍ଧି ହେବ । ମା’ଙ୍କ କୃପାରୁ ମନସ୍କାମନା ପୂରଣ ହେବ ।

ତୁଳସୀ ବୃକ୍ଷ ପାଖରେ ଏହି ଗଛ ଥିଲେ ଘରେ ଲାଗି ରହେ ଅଶାନ୍ତି, କରିଥାଏ କାଙ୍ଗାଳ..

- Advertisement -

କନ୍ୟା – ଏହି ରାଶିଙ୍କ ଶୁଭ ଦିନର ଆରମ୍ଭ ହେବ । ମା’ଙ୍କ ଆଶୀର୍ବାଦ ମିଳିବ । ବ୍ୟବସାୟରେ ଲାଭ ମିଳିବ । ବାଣୀ ପାଇଁ ଆକର୍ଷଣର କାରଣ ପାଲଟିବେ ।

ବିଛା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଧନ ପ୍ରାପ୍ତି ହେବ । ପ୍ରେମ ସମ୍ପର୍କ ମଜଭୁତ ହେବ । ବିବାଦର ସମାଧାନ ହେବ । ବ୍ୟବସାୟରେ ଖୁବ୍‌ ଲାଭ ମିଳିବ ।

 

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories