୮୦ କିମି ରେଞ୍ଜ୍‌.. ଆସିଗଲା ହୋଣ୍ଡାର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍‌ ସ୍କୁଟର

ନୂଆଦିଲ୍ଲୀ : ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ନିଜର ସ୍କୁଟର ହୋଣ୍ଡା ଆକ୍ଟିବା ଇଲେକ୍ଟ୍ରିକ ବ୍ୟତୀତ ଆଉ ଏକ ସ୍କୁଟର ‘‘ହୋଣ୍ଡାqc1’ କୁ ଇଲେକ୍ଟ୍ରିକ ସ୍କୁଟର ଭାବେ ଲଞ୍ଚ କରିଛି। ଏହି ୨ଟି ସ୍କୁଟରରେ ଅନେକ ଦମ୍‌ଦାର୍‌ ଫିଚର୍‌ ରହିଛି। ଫିଚର୍ସ – ଏହି ସ୍କୁଟରରେ ୫ ଇଞ୍ଚ ସ୍କ୍ରିନ୍‌ ରହିଛି। ଏଥିରେ ୨୬ ଲିଟର କ୍ଷମତା ଥିବା ଅଣ୍ଡର ସିଟ୍‌ ଷ୍ଟୋରେଜ୍‌ ମଧ୍ୟ ରହିଛି । ଏଠାରେ ନିଜର ଆବଶ୍ୟକୀୟ ଜିନିଷ ରଖିପାରିବେ। ୫ଟି … Continue reading ୮୦ କିମି ରେଞ୍ଜ୍‌.. ଆସିଗଲା ହୋଣ୍ଡାର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍‌ ସ୍କୁଟର