୧୪୪ ବର୍ଷ ପରେ ସରସ୍ୱତୀ ପୂଜାରେ ଦୁର୍ଲ୍ଲଭ ଯୋଗ; ଏହି ୩ ରାଶି ହେବେ ଭାଗ୍ୟବାନ୍‌, ମିଳିବ ଧନ, ଅତ୍ୟନ୍ତ ଶୁଭଫଳ..

ବସନ୍ତ ପଞ୍ଚମୀ ଚଳିତ ବର୍ଷ ୨ ଫେବୃଆରୀ ରବିବାର ଦିନ ପାଳନ କରାଯିବ । ଏହି ଦିନ ବାକ୍‌ଦେବୀ ମା’ ସରସ୍ୱତୀଙ୍କର ଉପାସନା ସହ ପୂଜାର୍ଚ୍ଚନା କରାଯାଏ । ମାଘ ମାସର ଶୁକ୍ଳପକ୍ଷର ପଞ୍ଚମୀ ତିଥିକୁ ବସନ୍ତ ପଞ୍ଚମୀର ପର୍ବ ପାଳନ କରାଯାଏ । ମା’ଙ୍କ ଉପାସନା କରିବା ଦ୍ୱାରା ଉତ୍ତମ ବିଦ୍ୟା, ବୁଦ୍ଧି ଓ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ । ଚଳିତ ବର୍ଷ ବସନ୍ତ ପଞ୍ଚମୀରେ ୧୪୪ ବର୍ଷ ପରେ ବିଶେଷ ସଂଯୋଗ ହେବାକୁ ଯାଉଛି … Continue reading ୧୪୪ ବର୍ଷ ପରେ ସରସ୍ୱତୀ ପୂଜାରେ ଦୁର୍ଲ୍ଲଭ ଯୋଗ; ଏହି ୩ ରାଶି ହେବେ ଭାଗ୍ୟବାନ୍‌, ମିଳିବ ଧନ, ଅତ୍ୟନ୍ତ ଶୁଭଫଳ..