www.samajalive.in
Sunday, December 7, 2025
14.1 C
Bhubaneswar

ମୌନୀ ଅମାବାସ୍ୟାରେ ବାସ୍‌ ଏହି ସରଳ ଉପାୟରେ ଶାନ୍ତ ହେବେ ରାହୁ-କେତୁ; ଦୂର ହେବ ପିତୃଦୋଷ, ମିଳିବ ଧନ..

ମାଘ ମାସର ଅମାବାସ୍ୟାକୁ ମୌନୀ ଅମାବାସ୍ୟା ଭାବେ ପାଳନ କରାଯିବା ସହ ଏହି ବ୍ରତ ମଧ୍ୟ ପାଳନ କରାଯାଏ । ଚଳିତ ବର୍ଷ ୨୯ ଜାନୁଆରୀ ବୁଧବାର ଦିନ ମୌନୀ ଅମାବାସ୍ୟା ପାଳନ କରାଯିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୌନୀ ଅମାବାସ୍ୟାରେ ରାହୁ-କେତୁ ଓ ପୂର୍ବପୁରୁଷଙ୍କୁ ଶାନ୍ତ କରିବା ପାଇଁ ଜୀବନରେ ଥିବା ସମସ୍ୟାକୁ ଦୂର କରିବା ପାଇଁ କିଛି ସହଜ ଉପାୟ ଆପଣାଇ ପାରିବେ ।

ରାହୁ-କେତୁ ଗ୍ରହଙ୍କ ପ୍ରଭାବରୁ ମୁକ୍ତି ପାଇବା ପାଇଁ..
ଏହି ଦିନ ପ୍ରଭୁ ଶିବଶଙ୍କରଙ୍କୁ ପୂଜାର୍ଚ୍ଚନା କରନ୍ତୁ । ଶିବଙ୍କ ନିକଟରେ ରୁଦ୍ରାକ୍ଷ ମାଳା ଅର୍ପଣ କରି ପୂଜା କରନ୍ତୁ । ଶିବଙ୍କ ସରଳ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । ଏହାପରେ ଏହି ମାଳାକୁ ନିଜ ପାଖରେ ରଖନ୍ତୁ କିମ୍ବା ଧାରଣ କରନ୍ତୁ । ଏପରି କରିବା ଦ୍ୱାରା ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇ ରାହୁ-କେତୁଙ୍କ ପ୍ରଭାବରୁ ମୁକ୍ତି ମିଳିଥାଏ । ଧନ ସମ୍ପତ୍ତି ଦ୍ୱିଗୁଣିତ ହୋଇଥାଏ ।

- Advertisement -

ପିତୃଦୋଷରୁ ମୁକ୍ତି ପାଇବା ପାଇଁ..
ଏହି ଦିନ ସ୍ନାନ କରି ରାଶି ମିଶ୍ରିିତ ଜଳ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ । ଭଗବାନ ବିଷ୍ଣୁଙ୍କ ସରଳ ମନ୍ତ୍ର ଜପ କରନ୍ତୁ । ଏହାପରେ ପୂର୍ବ ପୁରୁଷଙ୍କ ନିକଟରେ ସୁଖ-ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ । ଅସହାୟଙ୍କୁ ଅନ୍ନ ଓ ବସ୍ତ୍ର ଦାନ କରନ୍ତୁ ।
ପୂର୍ବପୁରୁଷଙ୍କ କୃପାରୁ ଜୀବନରେ କଷ୍ଟ ଦୂର ହୋଇ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ସହଜରେ କାମରେ ସଫଳତା ମିଳିଥାଏ।

୧୪୪ ବର୍ଷ ପରେ ସରସ୍ୱତୀ ପୂଜାରେ ଦୁର୍ଲ୍ଲଭ ଯୋଗ; ଏହି ୩ ରାଶି ହେବେ ଭାଗ୍ୟବାନ୍‌, ମିଳିବ ଧନ, ଅତ୍ୟନ୍ତ ଶୁଭଫଳ..

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories