ଲିଙ୍ଗରାଜରେ ଉଠିଲା ମହାଦୀପ

0

ଭୁବନେଶ୍ୱର : ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ରାତି ୯.୨୦ମିନଟରେ ଉଠିଲା ମହାଦୀପ। ମନ୍ଦିର ନୀତି ନିର୍ଦ୍ଧାରିତ ସମୟର ଅଧଘଣ୍ଟା ପୂର୍ବରୁ ଲିଙ୍ଗରାଜରେ ମହାଦୀପ ଉଠିଛି। ମନ୍ଦିର ବେଢା ପରିକ୍ରମା କରାଯିବା ପରେ ମହାଦୀପ ଉଠିଥିଲା।

Leave A Reply