www.samajalive.in
Saturday, December 6, 2025
16.1 C
Bhubaneswar

ଏହି ୩ଟି ସ୍ଥାନରେ କଳାଜାଇ ଥିଲେ ଖୁବ୍ ମିଳିବ ଧନ, ହେବେ ଭାଗ୍ୟଶାଳୀ..

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଶରୀରର କେତେକ ସ୍ଥାନରେ ଥିବା କଳାଜାଇର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି। ଶରୀରରେ ଏଭଳି କିଛି କଳାଜାଇ ରହିଛି, ଯାହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ।

ସାମୁଦ୍ରିକ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତି ବିଶେଷଙ୍କ ହାତ ପାପୁଲିରେ କଳା ଜାଇର ଅର୍ଥ ତାଙ୍କୁ ହଠାତ୍ ଧନ ମିଳିବ। ଭବିଷ୍ୟତରେ ସେ ନିଶ୍ଚୟ ଧନୀ ହେବେ।

- Advertisement -

ପାପୁଲି ମୁଠା କରିବା ସମୟରେ ଯଦି କଳାଜାଇ ଲୁଚି ଯାଏ, ତେବେ ଏଭଳି ବ୍ୟକ୍ତି ବିଶେଷ ଜୀବନରେ ଖୁବ୍ ସଫଳତା ପାଇବା ସହ କଦାପି ଧନର ଅଭାବ ହୋଇନଥାଏ। ଜୀବନରେ ସୁଖସମୃଦ୍ଧି ସହ ଧନ ପ୍ରାପ୍ତି ହୋଇଥାଏ।

ବ୍ୟକ୍ତି ବିଶେଷଙ୍କ ଡାହାଣ ଗାଲରେ କଳାଜାଇର ଅର୍ଥ ଏହା ଅତ୍ୟନ୍ତ ଶୁଭଙ୍କର।

ଏହି ଗ୍ରହଙ୍କ ପାଇଁ ପତି-ପତ୍ନୀଙ୍କ ହୋଇଥାଏ କଳହ; ବାସ୍ ଗୋଟିଏ ଛୋଟ ଉପାୟରେ ଦୂର ହୋଇଯିବ ସମସ୍ୟା..

ଯେଉଁମାନଙ୍କର ଡାହାଣ ଗାଲରେ କଳାଜାଇ ଥାଏ ,ସେମାନେ ଖୁବ୍ କମ୍ ସମୟରେ ଅଧିକ ଧନ ରୋଜଗାର କରି ଥାଆନ୍ତି। ଶୀଘ୍ର ସଫଳତା ପାଇ ଥାଆନ୍ତି।

ଏମାନେ କମ୍ ପରିଶ୍ରମ କରି ଅଧିକ ସଫଳତା ସହ ଅଧିକ ଧନ ରୋଜଗାର କରନ୍ତି। ସବୁବେଳେ ଉନ୍ନତି କରି ଥାଆନ୍ତି।

ଯେଉଁ ବ୍ୟକ୍ତି ବିଶେଷଙ୍କର ନାକରେ କଳାଜାଇ ଥିଲେ ଏହା ଖୁବ୍ ଶୁଭ। ଏମାନେ ଖୁବ୍ ଭାଗ୍ୟଶାଳୀ ହେବା ସହ ଭବିଷ୍ୟତ ପାଇଁ ଉତ୍ତମ ଯୋଜନା କରି ଥାଆନ୍ତି। ଜୀବନ ଯାକ ଅଧିକ ଧନ ରୋଜଗାର କରିବା ସହ ସମ୍ମାନ ପାଇ ଥାଆନ୍ତି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories