www.samajalive.in
Saturday, December 6, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

କଟକରେ ଅଘଟଣ: କାରକୁ ଧକ୍କା ଦେଇ ବ୍ରିଜରୁ ତଳକୁ ଖସିଲା ଟ୍ରକ୍, ଜଣେ ମୃତ, ୪ ଗୁରୁତର..

ବିଧାନସଭାରେ କିଏ ହେବେ ବିରୋଧୀ ଦଳ ନେତା..

- Advertisement -

ଆଜି ବିଜେଡି ବିଧାୟକ ଦଳ ବୈଠକ, ନବୀନଙ୍କୁ ବିରୋଧୀ ଦଳ ନେତା କରିବାକୁ ଏକ ପ୍ରକାର ନିଷ୍ପତ୍ତି ହୋଇଥିବା ଚର୍ଚ୍ଚା..

ରେସରେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ ହୋଇପାରନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ..

ବାଲେଶ୍ଵରକୁ ଫେରୁଛି ଶାନ୍ତି : ଆଜି ମଧ୍ୟରାତ୍ର ପର୍ଯ୍ୟନ୍ତ ପୁରା ପୌରାଞ୍ଚଳରେ ବଳବତ୍ତର ରହିବ କର୍ଫ୍ୟୁ କଟକଣା..

ଏହି ଗ୍ରହଙ୍କ ପାଇଁ ପତି-ପତ୍ନୀଙ୍କ ହୋଇଥାଏ କଳହ; ବାସ୍ ଗୋଟିଏ ଛୋଟ ଉପାୟରେ ଦୂର ହୋଇଯିବ ସମସ୍ୟା..

ନିହାତି କାମ ନଥିଲେ ଘରୁ ନବାହାରିବାକୁ ଅପିଲ୍..

ମୃତ୍ୟୁର ଫାସ ହୋଇ ଜୀବନ ନେଉଛି ମୁକୁଳା ଡ୍ରେନ୍..

ନାବାଳକର ମୃତ୍ୟୁ ପରେ ଭୁବନେଶ୍ଵରରେ ଉଦବେଗ, ବାରମ୍ବାର ଅଘଟଣ ସତ୍ବେ ବିଏମସିର ଚେତା ପଶୁନଥିବା ଅଭିଯୋଗ..

ମୃତକଙ୍କ ପରିବାକୁ ଭେଟି ସମବେଦନା ଜଣାଇଲେ ସାଂସଦ ଅପରାଜିତା, କହିଲେ ମୁକୁଳା ଡ୍ରେନ୍ ବନ୍ଦ ପାଇଁ ଆଜିଠୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ..

ଆଜିଠୁ ରାୟଗଡ଼ାରେ ଦିଆଯିବ ବୁଷ୍ଟର ଡୋଜ: ଡିପଥେରିଆ ସଂକ୍ରମଣ ରୋକିବାକୁ ଟିକା ଉପରେ ଗୁରୁତ୍ୱ..

ସଂକ୍ରମଣ କୋରାପୁଟ ଓ କଳାହାଣ୍ଡିକୁ ବ୍ୟାପିବାରୁ ବଢିଲା ଚିନ୍ତା, ସଂକ୍ରମିତ ଅଞ୍ଚଳବାସୀ ଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ..

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ..

୪ଘଣ୍ଟା ହେଲାଣି ନୀତିରେ ବିଳମ୍ବ..

ପୂଜାପଣ୍ଡା ଓ ସିଂହାରିଙ୍କ ମଧ୍ୟରେ ବିବାଦ କାରଣରୁ ନୀତି ବିଳମ୍ବ..

ଏଯାଏଁ ହୋଇନି ମଙ୍ଗଳ ଆଳତି, ଚାଲିଛି ଭକ୍ତଙ୍କ ଦର୍ଶନ..

ନୀତି ଶୃଙ୍ଖଳିତ ନହେଲେ ବିଳମ୍ବ ହେବ ସ୍ନାନ ପୂର୍ଣ୍ଣିମା ନୀତି..

ଆଜି ଦ୍ଵିତୀୟ ଦିନରେ ଶପଥ ନେବେ ଅବଶିଷ୍ଟ ୪୫ ବିଧାୟକ: ଆସନ୍ତାକାଲି ବାଚସ୍ପତି ନିର୍ବାଚନ.

ଡ୍ରେନ୍ ଟ୍ରାଜେଡି: ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ ନିର୍ଦେଶ ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ସପ୍ତାହେ ଭିତରେ ଦୋଷୀଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ..

ବାଲେଶ୍ଵରରେ କର୍ଫ୍ୟୁ କଟକଣା ଭାଙ୍ଗିବା ଅଭିଯୋଗରେ ୩୦ ଅଟକ..

ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ, ପାରିବାରିକ କଳହରୁ ହତ୍ୟା ସନ୍ଦେହ..

ବିଧାନସଭାରେ ବିଜେପି ବିଧାୟକ ଦଳ ବୈଠକ ଶେଷ: ସୁରମା ପାଢୀ ବିଜେପିର ବାଚସ୍ପତି ପ୍ରାର୍ଥୀ..

ମାତ୍ର ଆଉ ୨୦ ଦିନ ; ରାହୁ ବଦଳାଇବେ ଏହି ରାଶିଙ୍କ ଭାଗ୍ୟ, ଚାକିରି ଠାରୁ ଆରମ୍ଭ କରି ମିଳିବ ଧନ..

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories