ଏହି ଗ୍ରହଙ୍କ ପାଇଁ ପତି-ପତ୍ନୀଙ୍କ ହୋଇଥାଏ କଳହ; ବାସ୍ ଗୋଟିଏ ଛୋଟ ଉପାୟରେ ଦୂର ହୋଇଯିବ ସମସ୍ୟା..

ପତି-ପତ୍ନୀଙ୍କ ସମ୍ପର୍କର ଖୁବ୍ ମହତ୍ତ୍ୱ ରହିଛି। ଅନେକ ସମୟରେ ଦେଖାଯାଏ ଦମ୍ପତିଙ୍କ ମଧ୍ୟରେ କଳହ ହୋଇଥାଏ। କେତେକ ଘରେ ନିୟମିତ ମଧ୍ୟ ଦମ୍ପତିଙ୍କ ମଧ୍ୟରେ କଳହ ଓ ଅଶାନ୍ତି ହେଉଥିବା ଦେଖାଯାଏ। କିଛି ଗ୍ରହ ଓ ନକ୍ଷତ୍ରଙ୍କ ପ୍ରଭାବ ପାଇଁ ଦମ୍ପତିଙ୍କ ମଧ୍ୟରେ କଳହ ହୋଇଥାଏ ବୋଲି ମାନ୍ୟତା ରହିଛି। ଅନେକ ସମୟରେ ପତିପତ୍ନୀଙ୍କ ସମ୍ପର୍କକୁ ଗ୍ରହ ଦଶା ପ୍ରଭାବିତ କରିଥାଏ। କେତେକ ସମୟରେ କାରଣ ନଥାଇ ମଧ୍ୟ ଅଯଥାରେ କଳହ ହୋଇଥାଏ। କଳହ ଓ ବିବାଦ … Continue reading ଏହି ଗ୍ରହଙ୍କ ପାଇଁ ପତି-ପତ୍ନୀଙ୍କ ହୋଇଥାଏ କଳହ; ବାସ୍ ଗୋଟିଏ ଛୋଟ ଉପାୟରେ ଦୂର ହୋଇଯିବ ସମସ୍ୟା..