ମାତ୍ର ଆଉ ୨୦ ଦିନ ; ରାହୁ ବଦଳାଇବେ ଏହି ରାଶିଙ୍କ ଭାଗ୍ୟ, ଚାକିରି ଠାରୁ ଆରମ୍ଭ କରି ମିଳିବ ଧନ..

ଜ୍ୟୋତିଷ ଶାସ୍ତ୍ରରେ ଛାୟା ଗ୍ରହ ରାହୁଙ୍କୁ ସବୁଠାରୁ ଶକ୍ତିଶାଳୀ ଗ୍ରହ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ। ରାହୁୁ ଦେଢ ବର୍ଷକୁ ଥରେ ଚଳନ କରି ଥାଆନ୍ତି। ସର୍ବଦା ବକ୍ରିି ହୋଇ ଚଳନ କରି ଥାଆନ୍ତି। ଜାତକରେ ରାହୁଙ୍କ ସ୍ଥିତି କାରଣରୁ ଗରିବ ଧନୀ ସହ ଧନୀ ଗରିବ ହୋଇଥାଏ। ରାହୁ ୨୦୨୩ରେ ଚଳନ କରି ମୀନ ରାଶିରେ ପ୍ରବେଶ କରିଥିଲେ। ୧୮ ମେ ୨୦୨୫ ପର୍ଯ୍ୟନ୍ତ ରାହୁ ମୀନ ରାଶିରେ ହିଁ ରହିବେ। ମାତ୍ର ଏହି ସମୟ … Continue reading ମାତ୍ର ଆଉ ୨୦ ଦିନ ; ରାହୁ ବଦଳାଇବେ ଏହି ରାଶିଙ୍କ ଭାଗ୍ୟ, ଚାକିରି ଠାରୁ ଆରମ୍ଭ କରି ମିଳିବ ଧନ..