ଲୁଟ୍ ପରେ ଏଟିଏମ୍ ମେସିନ ଓପାଡି ଫିଙ୍ଗିଲେ ଦୁର୍ବୃତ୍ତ

0

ବାଲେଶ୍ବର: ଲୁଟ୍ ପରେ ଏସବିଆଇ ଏଟିଏମ୍ ମେସିନ ଓପାଡି ଫିଙ୍ଗିଲେ ଦୁର୍ବୃତ୍ତ । ବାହାନଗା ହସ୍ପିଟାଲ ସମ୍ମୁଖରେ ଥିବା ଏସବିଆଇ ଏଟିଏମରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ଟଙ୍କା ଲୁଟି ନେବା ପରେ ଏଟିଏମ ମେସିନକୁ ଓପାଡି ପିଙ୍ଗି ଦେଇଛନ୍ତି । ତେବେ ଏଟିଏମରୁ କେତେ ଟଙ୍କା ଲଉଟ୍ ହୋଇଛି ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply