ବସ୍ ଧକ୍କାରେ ମହିଳା ଅଙ୍ଗନବାଡି କର୍ମୀ ଗୁରୁତର

0

ହିଂଜିଳି: ଶ୍ରୀରାମ ନଗର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ମହିଳା ଅଙ୍ଗନବାଡି କର୍ମୀ ଗୁରୁତର ହୋଇଛନ୍ତି । ଏକ ବସ ଧକ୍କାରେ ଅଙ୍ଗନବାଡି କର୍ମୀ ଗୌରୀ ନାହକ ଗୁରୁତର ହୋଇଛନ୍ତି । ଗୌରୀଙ୍କ ଦୁଇ ଗୋଡ଼ରେ ବସ ଚଢି ଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏମକେସିଜି ରେ ଭର୍ତ୍ତି କରାଯାଇଛି ।

Leave A Reply