www.samajalive.in
Sunday, December 7, 2025
13.1 C
Bhubaneswar

ଦେଖନ୍ତୁ ଭିଡିଓ ; ବଡି ବିଲ୍‌ଡର୍‌-ସିଂହୀ ରଶି ଲଢେଇ, କିଏ ଧୂଳି ଚଟାଇଲା କାହାକୁ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ନିକଟରେ ଆଶ୍ଚର୍ଯ୍ୟ କରି ଦେବା ଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି । ପିଞ୍ଜରା ଭିତରେ ଥିବା ଏକ ସିଂହୀ ରଶି ଖେଳରେ କିଭଳି ନିଜ ଶକ୍ତି ଦେଖାଇଛି, ତାହାର ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରୁଛି।

- Advertisement -

ଭିଡିଓର ଆରମ୍ଭରେ, ରଶି ଟଣାଟଣି ଖେଳ ଦେଖିପାରିବେ । ଜଣେ ବଡି ବିଲ୍‌ଡର୍‌ ଏକ ମୋଟା ରଶିକୁ ଖୁବ୍‌ ଜୋରରେ ଟାଣୁଥିବା ଦେଖାଯାଉଛି । ସାମ୍ନା ପଟେ ତାଙ୍କ ପ୍ରତିନ୍ଦ୍ୱନ୍ଦୀ କିଏ ଅଛି ତାହା ପ୍ରଥମେ ଦେଖାଯାଉ ନାହିଁ । ଲଗାତର ବ୍ୟକ୍ତି ଜଣକ ନିଜ ବଳ ପ୍ରୟୋଗ କରି ରଶିକୁ ଟାଣୁଥିବା ଦେଖାଯାଉଛି । ସେ ଥକି ଯାଉଥିବା ମଧ୍ୟ ଦେଖିପାରିବେ।

ବାରମ୍ବାର ବିବାହ ଭାଙ୍ଗୁଥିଲେ, ଟଙ୍କା ଅଭାବ ଲାଗି ରହୁଥିଲେ, ଗୁରୁବାର ଏହି ଉପାୟରେ ଚୁଟ୍‌କିରେ କରନ୍ତୁ ସମାଧାନ..

କ୍ୟାମେରା ବୁଲିବା ମାତ୍ରେ ଭିଡିଓରେ ଅନ୍ୟମାନେ ଏହି ଦୃଶ୍ୟକୁ ରେକର୍ଡ କରୁଥିବା ଦେଖାଯାଉଛନ୍ତି । ଏହି ସମୟରେ ସାମ୍ନାରେ ଥିବା ପ୍ରତିନ୍ଦ୍ୱନ୍ଦୀ ଏକ ସିଂହୀ ବୋଲି ଦେଖାଯାଉଛି । ସିଂହୀ ନିଜ ପାଟିରେ ଦାନ୍ତ ଦ୍ୱାରା ରଶିକୁ ଟାଣି ଧରି ଥିବା ଦେଖାଯାଉଛି। ସିଂହୀ ଶକ୍ତି ଆଗରେ ବଡି ବିଲ୍‌ଡର୍‌ଙ୍କ ଶକ୍ତି କିଛି କାମ ଦେଉଥିବା ଦେଖାଯାଉ ନାହିଁ ।
ଭିଡିଓଟି ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ଏଯାଏଁ ଏହାକୁ ୧୧.୬ ମିଲିୟନରୁ ଅଧିକ ଥର ଦେଖାଯାଇସାରିଛି । ଲୋକେ ଏହାକୁ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

୨୦୨୫ରେ ୪ ଶକ୍ତିଶାଳୀ ଗ୍ରହଙ୍କ ଚଳନ; ୩ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories