www.samajalive.in
Sunday, December 7, 2025
26.1 C
Bhubaneswar

ଦିନ ୨ଟା – ମୁଖ୍ୟ ଖବର

ଦେଶ/ବିଦେଶ ଖବର
-ଚୀନରୁ ଆସୁଛି ଆଉ ଏକ ବିପଦ: ମଣିଷ ଶରୀରରେ ବାର୍ଡ ଫ୍ଲୁ ଭୂତାଣୁ, ବିଶ୍ଵରେ ପ୍ରଥମ ମାମଲା

– କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ଅସୁସ୍ଥ ; ହସ୍ପିଟାଲରେ ଭର୍ତ୍ତି

- Advertisement -

– ଗୋଟିଏ ପାନ ଟିକା ଯଥେଷ୍ଟ ପ୍ରଭାବଶାଳୀ କି ? ଗବେଷଣା କରିବେ ସରକାର

-କୋଭିସିଲ୍ଡ ଟିକା ନେବା ପରେ ସୃଷ୍ଟି ହେଉନି ଆଣ୍ଟିବଡି ; ଥାନାରେ କମ୍ପାନୀ ନାମରେ ଅଭିଯୋଗ କଲେ ବ୍ୟକ୍ତି

-ଆମଦାନୀ ହୋଇପାରିବନି ୧୦୮ ସାମରିକ ଉପକରଣ; ପ୍ରକାଶ ପାଇଲା ତାଲିକା

– ଦେଶରେ ହ୍ରାସ କରୋନା ମୃତକଙ୍କ ସଂଖ୍ୟା ; ନୂଆ ଆଉ ସଂକ୍ରମିତ ଟପିଲା ୧.୨୭ ଲକ୍ଷ

– କର୍ମଚାରୀ ଭବିଷ୍ୟନିଧି ସଂଗଠନରୁ କୋଭିଡର ଦ୍ୱିତୀୟ କିସ୍ତି ଅଗ୍ରୀମ ଉଠାଇହେବ

– ଜଗନ୍ନାଥ ବିଦ୍ୟାଧର ମହାପାତ୍ରଙ୍କୁ ସିବିଡିଟିର ଅତିରିକ୍ତ ଅଧ୍ୟକ୍ଷ ଦାୟିତ୍ବ

– ଅର୍ଥନୀତି ଉପରେ କୋଭିଡର ସାଂଘାତିକ ପ୍ରହାର; ଅଭିବୃଦ୍ଧି ବିଯୁକ୍ତ ୭.୩%

– ଭାରତରେ ଠାବ କୋଭିଡ ଭାରିଆଣ୍ଟ ‘ଡେଲଟା’; ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ନାମକରଣ

– ଆମେରିକା ବିଶେଷଜ୍ଞଙ୍କ ଚେତାବନୀ, ଆସିପାରେ ‘କୋଭିଡ-୨୬, ୩୨’ ଭଳି ମହାମାରୀ

ରାଜ୍ୟ ଖବର

-ରାଜ୍ୟରେ ୮୭୩୫ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୨୨୨; ଦିନକରେ ୩୭ ମୃତ

– ଗୁଗୁଲ ମାନଚିତ୍ରରେ ଗୁରୁତର ତ୍ରୁଟି, ଓଡ଼ିଶାର ପର୍ଯ୍ୟଟନସ୍ଥଳ ଆନ୍ଧ୍ରରେ

– କରୋନାରେ ବିଶିଷ୍ଟ ଫୁଟବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କର ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

-କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ବାଉଁଶୁଳି ଛକରେ  ତୁରୁମୁଙ୍ଗା ପୁଲିସ ପକ୍ଷରୁ କରାଯାଇ ଅମାନିଆଙ୍କ ଠାରୁ ଆଦାୟ କରାଯାଇଛି ୨ ହଜାର ଜୋରିମାନା

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories