ଦିନ ୨ଟା – ମୁଖ୍ୟ ଖବର

-ଭୁବନେଶ୍ୱର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚି ସମୀକ୍ଷା ବୈଠକ କରିଛନ୍ତି। ୧ ଘଣ୍ଟା ପରେ ବୈଠକ ଶେଷ ହୋଇଛି;  ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷାରେ ଓଡ଼ିଶା ଦୀର୍ଘସୂତ୍ରୀ ବ୍ୟବସ୍ଥା ଚାହୁଁଥିବା ନେଇ ରାଜ୍ୟ ପକ୍ଷରୁ କୁହାଯାଇଛି

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧୀ ଲଢ଼େଇ ପାଇଁ ପ୍ରତିରକ୍ଷା ଉନ୍ନୟନ ଗବେଷଣା ପ୍ରତିଷ୍ଠାନ (ଡିଆରଡିଓ) ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଔଷଧ ୨-ଡିଜିର ମୂଲ୍ୟ ଧାର୍ଯ୍ୟ କରିଛନ୍ତି କେନ୍ଦ୍ର ସରକାର; ୯୯୦ ଟଙ୍କାରେ ମିଳିବ ୨-ଡିଜି ଔଷଧ, କେନ୍ଦ୍ର ଓ ରାଜ୍ୟ ପାଇଁ ରିହାତି

-ବଡ଼ ସଫଳତା: କରୋନା ଭୂତାଣୁର ପ୍ରମୁଖ ପ୍ରୋଟିନ ସରଞ୍ଚନାର ଏକ ଅଂଶକୁ ଖୋଜି ବାହାର କଲେ ଭାରତୀୟ ଗବେଷକ
 ଦେଶରେ ୨ଲକ୍ଷ ତଳକୁ ପୁଣି ଖସିଲା ଦୈନିକ ସଂକ୍ରମଣ; ୨୪ ଘଣ୍ଟାରେ ୧ ଲକ୍ଷ ୮୬ ହଜାର ୩୬୪ ନୂଆ ସଂକ୍ରମିତ ଚିହ୍ନଟ ଏବଂ ୩,୬୬୦

– ଅଲୀଗଡ଼ରେ ବିଷାକ୍ତ ମଦ ପିଇ ୭ ମୃତ, ୨୦ରୁ ଅଧିକ ଗୁରୁତର

prayash

– ଗୋଟିଏ ହେଲେ ଟିକା ୧୦୦% ସୁରକ୍ଷା ଦେଇପାରିବ ନାହିଁ, ବୁଷ୍ଟର ଆବଶ୍ୟକତା ଉପରେ ଚାଲିଛି ଅନୁଧ୍ୟାନ

– ସମ୍ଭାବ୍ୟ ତୃତୀୟ ଲହର ପାଇଁ ଦିଲ୍ଲୀ ସରକାରଙ୍କ ପ୍ରସ୍ତୁତି, ଗଠନ କଲେ ୧୩ ସଦସ୍ୟ ବିଶିଷ୍ଟ ମଣ୍ଡଳୀ

– ରାଜ୍ୟରେ ପୁଣି ବଢିଲା ସଂକ୍ରମଣ; ଦିନକରେ ୭୨୧୬ ଚିହ୍ନଟ; କଟକରୁ ସର୍ବାଧିକ ୧୦୯୧

-ରାଜ୍ୟରେ କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୩ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି ; ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୬୫୧ରେ ପହଞ୍ଚିଛି

kalyan agarbati

Comments are closed.