www.samajalive.in
Sunday, December 7, 2025
26.1 C
Bhubaneswar

ଦିନ ୧ଟା – ମୁଖ୍ୟ ଖବର

ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ କଲେଜିୟମ ଦ୍ୱାରା ସୁପାରିଶ ସମସ୍ତ ୯ ଜଣ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇବେ

ପୁରୀ : ଶ୍ରୀମନ୍ଦିର ନବ ଗଠିତ ପରିଚାଳନା କମିଟିର ବୈଠକ ; ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବୈଠକ

- Advertisement -

କଟକ : ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା ; ଅନୁଭବଙ୍କ ଆବେଦନର ଅନ୍ତ ଘଟାଇଲେ ହାଇକୋର୍ଟ, ତ୍ୱରିତ ଶୁଣାଣି ନିର୍ଦ୍ଦେଶ ପାଇଁ ଆବେଦନ କରିଥିଲେ ଅନୁଭବ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ବେହେରାପାଲି ଗ୍ରାମପଞ୍ଚାୟତ ପିଇଓ ଅନୀଲ କୁମାର ପାଢୀଙ୍କ ଘରେ ଭିଜିଲାନ୍ସ ଚଢାଉ

କାବୁଲ ବିମାନ ବନ୍ଦରରେ ପାଣି ବୋତଲ ୩୦୦୦ ଟଙ୍କା, ଭାତ ପ୍ଲେଟ ୭୦୦୦ ଟଙ୍କା

ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୪୯ କରୋନା ସଂକ୍ରମିତ

ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ ୧୩୦ ଜଣ ସଂକ୍ରମିତ ହୋଇଛନ୍ତି

ସଂଗରୋଧରୁ ୪୯୨ ଓ ସ୍ଥାନୀୟ ସଂକ୍ରମିତ ୩୫୭ ଜଣଙ୍କୁ ଚିହ୍ନଟ କରାଯାଇଛି

ଅନୁଗୁଳ ଜିଲାରୁ ୧୯, ବାଲେଶ୍ୱର ୪୮, ବରଗଡ ୧୫, ଭଦ୍ରକ ୯, ବଉଦ ୧ ଏବଂ କଟକ ଜିଲାରୁ ୧୧୫ ଜଣ ସଂକ୍ରମିତ ଚିହ୍ନଟ

ଦେବଗଡରୁ ୯, ଢେଙ୍କାନାଳ ୧୪, ଗଜପତି ୧, ଗଞ୍ଜାମ ୬, ଜଗତସିଂହପୁର ୪୨ ଏବଂ ଯାଜପୁରରୁ ୪୨ ଜଣ ଚିହ୍ନଟ

ଝାରସୁଗୁଡାରୁ ୧, କଳାହାଣ୍ଡି ୩, କନ୍ଧମାଳ ୧, କେନ୍ଦ୍ରାପଡା ୨୪, କେନ୍ଦୁଝର ୮ ଏବଂ ଖୋର୍ଦ୍ଧା ଜିଲାରୁ ୩୧୩ ଜଣ ଚିହ୍ନଟ ହୋଇଛନ୍ତି

କୋରାପୁଟରୁ ୫, ମାଲକାନଗିରି ୨, ମୟୁରଭଞ୍ଜ ୨୬, ନୟାଗଡ ୧୯, ନୂଆପଡା ୧, ପୁରୀ ୨୨, ରାୟଗଡା ୨

ସମ୍ବଲପୁର ୨୦, ସୋନପୁର ୧, ସୁନ୍ଦରଗଡ ୧୫ ଓ ଷ୍ଟେଟପୁଲରୁ ୬୫ ଚିହ୍ନଟ

ଦିନକ ମଧ୍ୟରେ ରାଜ୍ୟରେ ୭୨୧ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ୮୨୮୮ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି

ତାଲିବାନ ପଟୁ ବଢିଲା ଆକ୍ରମଣ ଆଶଙ୍କା; ଆମେରିକା ନାଗରିକ କାବୁଲ ବିମାନ ବନ୍ଦର ଫାଟକରୁ ଦୂରକୁ ଚାଲିଯିବାକୁ ସତର୍କସୂଚନା ଜାରି

ତାଲିବାନର ଘୋଷଣା: ଆଫଗାନ ନାଗରିକଙ୍କୁ ଦେଶ ଛାଡି ଯିବାକୁ ଅନୁମତି ଦିଆଯିବ ନାହିଁ

ଆଜି ନୂଆଦିଲ୍ଲୀରେ ବସୁଛି ସର୍ବଦଳୀୟ ବୈଠକ; ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଫଗାନିସ୍ତାନର ତାଜା ପରିସ୍ଥିତି ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ଅବଗତ କରାଇବେ

କରୋନାରେ ରାଜ୍ୟରେ ଆଉ ୬୬ ଜଣଙ୍କର ମୃତ୍ୟୁ

ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୬୨୮କୁ ବୃଦ୍ଧି

କଟକ ଜିଲାରେ ୧୫ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ

ସମ୍ବଲପୁର ଜିଲାରେ ୧୧ ଜଣ ସଂକ୍ରମିତଙ୍କର ମୃତ୍ୟୁ

ଜଗତସିଂହପୁର ଜିଲାରେ ୮, ବରଗଡରେ ୮, ଯାଜପୁର ୪ ଏବଂ ବଉଦ ଜିଲାରେ ୩ ଜଣଙ୍କର ମୃତ୍ୟୁ

ବଲାଙ୍ଗିର, ଦେବଗଡ ଓ ଢେଙ୍କାନାଳ ଜିଲାରେ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ପ୍ରାଣହାନି

ଝାରସୁଗୁଡା, କଳାହାଣ୍ଡି ଓ ସୁନ୍ଦରଗଡ ଜିଲାରେ ମଧ୍ୟ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

ବାଲେଶ୍ୱର, ଖୋର୍ଦ୍ଧା, ପୁରୀ, ରାୟଗଡା, ସୋନପୁରରେ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି

ଦେଶରେ ଦିନକରେ ୪୬,୧୬୪ ନୂଆ ସଂକ୍ରମିତ; କେରଳ ପାଇଁ ବଢିଲାଣି ଚିନ୍ତା

ଦିନକ ମଧ୍ୟରେ ଦେଶରେ ୩୪,୧୫୯ ଜଣ କରୋନାରୁ ସୁସ୍ଥ

ଦେଶରେ ଦୈନିକ ସଂକ୍ରମଣ ହାର ୨.୫୮% ଏବଂ ସାପ୍ତାହିକ ସଂକ୍ରମଣ ୨.୦୨%

ଆରୋଗ୍ୟ ହାର ସଂପ୍ରତି ୯୭.୬୩%

ବୁଧବାର ସଂଧ୍ୟା ସୁଦ୍ଧା ୫୧.୩୧ କୋଟି ନମୁନା ପରୀକ୍ଷା କରାଯାଇସାରିଛି

ଏଥିସହିତ ସେହି ସମୟ ମଧ୍ୟରେ ଦେଶରେ ୬୦.୩୮ କୋଟି ପାନ ଟିକା ଦିଆଯାଇସାରିଛି

ଗୁରୁବାର ଠାରୁ ଭାରତ-ପ୍ରଶାନ୍ତ ମହାସାଗରରେ କ୍ୱାଡର ମିଳିତ ସମରାଭ୍ୟାସ

ସୁୁପ୍ରିମ କୋର୍ଟରେ ବିଚାରପତି ପଦ ପାଇଁ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ କଲେଜିୟମ ଦ୍ୱାରା ସୁପାରିଶ କରାଯାଇଥିବା ସମସ୍ତ ୯ ଜଣଙ୍କ ନାମକୁ ସରକାରଙ୍କ ଅନୁମୋଦନ

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories