www.samajalive.in
Wednesday, December 10, 2025
14.1 C
Bhubaneswar

ଦିନ ୧୨ଟା – ମୁଖ୍ୟ ଖବର

ଆସନ୍ତା ସପ୍ତାହରେ ଅଗ୍ନି ପ୍ରାଇମ୍‍ କ୍ଷେପଣାସ୍ତ୍ର ପରୀକ୍ଷା

ଭାରତର ଚିନ୍ତା ବଢିଲା; ସମୁଦାୟ ଏଲଏସିରେ ଚାଇନା ମୁତୟନ କରିଛି ଏସ-୪୦୦ ବ୍ୟବସ୍ଥା

- Advertisement -

ଦେଶରେ ୨୪ ଘଣ୍ଟାରେ ଆଉ ୫୦,୮୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୦,୨୮,୭୦୯ରେ ପହଞ୍ଚିଛି

ଚିକିତ୍ସାଧୀନ ଅବସ୍ଥାରେ ଆଉ ୧ ହଜାର ୩୫୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩,୯୦,୬୬୦

ଦିନକରେ ଆଉ ୬୮,୮୧୭ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ୨,୮୯,୯୪,୮୫୫

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୩ ହଜାର ୪୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପୁଣି ରାଜ୍ୟରେ ବୃଦ୍ଧି କରୋନା ମୃତ୍ୟୁ ; ଆଉ ୪୬ ମୃତ ; ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୭୧୭

ସଙ୍ଗରୋଧରୁ ୧,୯୭୩ ଓ ସ୍ଥାନୀୟ ସଂକ୍ରମଣ ୧,୪୮୩ ଚିହ୍ନଟ

ମୋଟ ସଂକ୍ରମିତଙ୍କ ସଂଖ୍ୟା ୮,୮୬, ୯୪୬କୁ ବୃଦ୍ଧି

୮,୪୮,୯୬୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

୩୪,୨୧୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

୩୦ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୯୯ ଓ କଟକରୁ ୪୮୦

ଚାଇନା ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ୱେବସାଇ ହ୍ୟାକ୍‍ କରିବା ଉଦ୍ୟମ ଜାରି ରଖିଛି ; ସୀମାରେ ଧରାପଡିଥିବା ଚୀନ ଗୁପ୍ତଚରଙ୍କ ସୂଚନା

ତମାମ ବ୍ୟାଙ୍କକ୍‌କୁ ଦୃଶ୍ୟମାନ ବୁଦ୍ଧ ମୂର୍ତ୍ତି

‘ରାଷ୍ଟ୍ର ମଞ୍ଚ ରାଜନୈତିକ ନୁହେଁ’

ଯଶବନ୍ତ ସିହ୍ନା ଆବାହକ ନିଯୁକ୍ତ,ବୈଠକରେ ଯୋଗଦେଲେ ୮ ଦଳ, ସଂଗଠନ ଏକ ବିକଳ୍ପ ବିଚାରମଞ୍ଚ

ସେପ୍ଟେମ୍ବର-ଅକ୍ଟୋବରରେ ଶିଖର ସଂକ୍ରମଣ ;କରୋନାର ତୃତୀୟ ଲହର ଉପରେ ଆଇଆଇଟି କାନପୁରର ଗବେଷକଙ୍କ ପୂର୍ବାନୁମାନ

ପଏଣ୍ଟ ଖାତା ଖୋଲିଲା ଉରୁଗୁଏ

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories