www.samajalive.in
Sunday, December 7, 2025
26.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

କଟକସ୍ଥିତ ସିଲିଭରସିଟି ବୋଟ୍ କ୍ଲବରେ ଆଜି ଏକ ‘ଫ୍ଲୋଟିଂ ରେଷ୍ଟୁରାଣ୍ଟ’ର ଲୋକାର୍ପଣ, ମହାନଦୀର ଜଳରାଶିରେ ଭାସମାନ ଅବସ୍ଥାରେ ଲୋକେ ନେଇପାରିବେ ଖାଦ୍ୟର ଆନନ୍ଦ

ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜି ପୂଜାମଣ୍ଡପରେ ମା’ଙ୍କର ସପ୍ତମୀ ପୂଜା ଅନୁଷ୍ଠିତ ହେଉଛି

- Advertisement -

କରୋନା କଟକଣା ମଧ୍ୟରେ ନିରାଡମ୍ବର ଭାବେ ଅନୁଷ୍ଠିତ ହେଉଛି ଦୁର୍ଗାପୂଜା

କାଶ୍ମୀରର ସୋପିଆନ୍‌ରେ ଏନ୍‌କାଉଣ୍ଟର : ୩ ଆତଙ୍କବାଦୀ ନିହତ, ଘଟଣାସ୍ଥଳରୁ ବିପୁଳ ବିସ୍ଫୋରକ ଜବତ, ତଲାସୀ ଅଭିଯାନ ଜାରି

ଆଜି ରାମ ମନୋହର ଲୋହିଆଙ୍କ ୫୪ତମ ତିରୋଧାନ ଦିବସ

ରାଜ୍ୟରେ ଆଉ ୫୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୬ ମୃତ

ସଂଗରୋଧରୁ ୩୦୮ ଓ ସ୍ଥାନୀୟ ସଂକ୍ରମିତ ୨୨୧

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୬୨ ଜଣ

ଅନୁଗୁଳ ଜିଲାରେ ୩, ବାଲେଶ୍ୱର ୨୦, ବରଗଡ ୧, ଭଦ୍ରକ ୩ ଓ ବଲାଙ୍ଗିରରେ ଜଣେ ଚିହ୍ନଟ

କଟକ ୩୭, ଦେବଗଡ ୧, ଢେଙ୍କାନାଳ ୧, ଗଜପତି ୩, ଗଞ୍ଜାମ ୬, ଜଗତସିଂହପୁର ୮, ଯାଜପୁର ୧୫, ଝାରସୁଗୁଡା ୨, କେନ୍ଦ୍ରାପଡାରେ ୧୧ ଚିହ୍ନଟ ହୋଇଛନ୍ତି

କେନ୍ଦୁଝରରେ ୭, ଖୋର୍ଦ୍ଧା ୨୭୪, କୋରାପୁଟ ୨, ମୟୁରଭଞ୍ଜ ୨୩, ନୟାଗଡା ୭, ନୂଆପଡା ୬ ଓ ପୁରୀରେ ୧୩ ଚିହ୍ନଟ

ରାୟଗଡାରେ ୧, ସମ୍ବଲପୁର ୧୧, ସୁନ୍ଦରଗଡ ୧୦, ଷ୍ଟେଟପୁଲରୁ ୬୩ ଚିହ୍ନଟ

ରାଜ୍ୟରେ ଦିନକରେ ୪୬୯ ଜଣ ସୁସ୍ଥ ହୋଇଛନ୍ତି

ସଂପ୍ରତି ରାଜ୍ୟରେ ୫୧୪୧ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଖୋର୍ଦ୍ଧା ଜିଲାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ ଯାଜପୁର ଜିଲାରେ ଜଲେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି

ଦେଶରେ ଖସୁଛି ସଂକ୍ରମଣ; ଦିନକରେ ୧୪,୩୧୩ ନୂଆ ସଂକ୍ରମିତ ଚିହ୍ନଟ, ୧୮୧ ମୃତ

ଦିନକ ମଧ୍ୟରେ ୨୬,୫୭୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି

ଦେଶରେ ମୋଟ ୩,୩୯,୮୫,୯୨୦ ଜଣ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩,୩୩,୨୦,୦୫୭ ଜଣ ସୁସ୍ଥ ହେଲେଣି

ସଂପ୍ରତି ଦେଶରେ ୨,୧୪,୯୦୦ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି

ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୫୦,୯୬୩କୁ ବୃଦ୍ଧି

ସୋମବାର ସଂଧ୍ୟା ସୁଦ୍ଧା ମୋଟ ୯୫,୮୯,୭୮,୦୪୯ ପାନ ଟିକାକରଣ କରାଯାଇସାରିଛି

ବଙ୍ଗୋପସାଗରରେ ଆରମ୍ଭ ହେଲା କ୍ୱାଡ ନୌ ସମରାଭ୍ୟାସ

ଦିଲ୍ଲୀର ଲକ୍ଷ୍ମୀ ନଗରରୁ ଗିରଫ ହେଲା ପାକିସ୍ତାନି; ଏକ ୪୭ ରାଇଫଲ, ଗ୍ରେନେଡ ଜବତ

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories