www.samajalive.in
Monday, December 15, 2025
26.1 C
Bhubaneswar

ଶ୍ରୀଲିଙ୍ଗରାଜ ମନ୍ଦିର ଅନୁଧ୍ୟାନ କଲେ ଏଏସ୍‍ଆଇ ଅଧୀକ୍ଷକ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ଅନୁଧ୍ୟାନ କରିଛନ୍ତି ଏଏସ୍‌ଆଇ ଅଧୀକ୍ଷକ। ଅନୁଧ୍ୟାନ ପରେ ସେ କହିଛନ୍ତି ଯେ ବଜ୍ରପାତରେ ମନ୍ଦିରର କୌଣସି କ୍ଷତି ହୋଇନି। ପତାକା ପୋଡିନି ପବନରେ ଚିରି ଯାଇଛି। ଆର୍ଥିଂ ଆରେଷ୍ଟର ଯୋଗୁଁ କିଛି କ୍ଷତି ହୋଇନି। ଆର୍ଥିଂ ଯାଞ୍ଚ ପାଇଁ କେନ୍ଦ୍ର ପୂର୍ତ୍ତ ବିଭାଗକୁ କୁହାଯାଇଛି।

ବୁଧବାର ମଧ୍ୟାହ୍ନରେ ବଜ୍ରପାତ ଯୋଗୁ ମନ୍ଦିରର ବାନା ଜଳି ଯାଇଥିବା କୁହାଯାଇଥିଲା । ପ୍ରବଳ ବର୍ଷା ଓ ଘଡଘଡିରେ ଏପରି ହୋଇଥିବା ଜଣାପଡିଛି । ଲିଙ୍ଗରାଜ ମନ୍ଦିରର ବାନା ପୋଡି ଯାଇଥିବା ବେଳେ ସିସିଟିଭ ନଷ୍ଟ ହୋଇଥିବା କୁହାଯାଇଥିଲା । ଏପରିକି ଗର୍ଭଗୃହରେ ଲାଗିଥିବା ବିଜୁଳି ବଲ୍‍ ବି ପୋଡି ଯାଇଥିବା ସେବାୟତ କହିଥିଲେ ।

Hot this week

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

Related Articles

Popular Categories