www.samajalive.in
Sunday, December 14, 2025
26.1 C
Bhubaneswar

ବଡ ଖବର: ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ: ବଦଳିଲେ ବ୍ରହ୍ମପୁର ଅତିରିକ୍ତ ଏସପି

ପୁଲିସ ବିଭାଗର ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ ହୋଇଛି । ୧୯ଜଣ ଅଫିସରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ଏଥିମଧ୍ୟରୁ ଆଲୋକ କୁମାର ଜେନା ବଲାଙ୍ଗିରର ଅତିରିକ୍ତ ଏସପି ଥିବା ବେଳେ ତାଙ୍କୁ ବ୍ରହ୍ମପୁରକୁ ବଦଳି କରାଯାଇଛି । ବ୍ରହ୍ମପୁରର ଅତିରିକ୍ତ ଏସପି ସୀମା ସ୍ୱାଇଁଙ୍କୁ ତାଳଚେରକୁ ବଦଳ କରାଯାଇଛି । ସେହିପରି ବରଗଡର ଅତିରିକ୍ତ ଏସପି ଇନ୍ଦୁରେଖା ପଶ୍ଚିମକବାଟଙ୍କୁ ଢେଙ୍କାନାଳକୁ ବଦଳି କରାଯାଇଛି ।

ଅମ୍ରିତ କୁମାର ପଣ୍ଡା, ସ୍ୱାସ୍ତିକ ପଣ୍ଡା, ସୌରଭ ଓତା ବରଗଡ ଅତିରିକ୍ତ ଏସପି ଥିବା ବେଳେ ତାଙ୍କୁ କଟକ ହେଡକ୍ୱାଟରକୁ ବଦଳି କରାଯାଇଛି । ପ୍ରଭାତ କୁମାର ବିଶ୍ୱାଳ, ସଞ୍ଜିବ ଶତପଥୀ, ସସ୍ମିତା ସାହୁ, ଅଶ୍ୱନୀ କୁମାର ନାଏକ, ଦେବଜିତ ଭଟ୍ଟାଚାର୍ଯ୍ୟ, ପ୍ରଦୀପ କେରକେଟା, ଗୁଣନିଧି ମଲ୍ଲିକ, ଆକାଶ ଚନ୍ଦ୍ର ସାହୁ, ହରପ୍ରିୟା ନାୟକ, ସତ୍ୟବିକାଶ ଭୂୟାଁ, ଅଂଶୁମାନ ଦ୍ୱିବେଦୀ, ସ୍ନେହାଶିଷ ସାହୁ, ପ୍ରକାଶ ଜେମ୍ସ ଟପୋଙ୍କୁ ବଦଳି କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories