www.samajalive.in
Saturday, December 6, 2025
17.1 C
Bhubaneswar

ସୁର ସାମଜ୍ଞ୍ରୀ ଲତା ମଙ୍ଗେସକରଙ୍କୁ କରୋନା -କୋଭିଡ୍‌ର ସାମାନ୍ୟ ଲକ୍ଷଣ, ଆଇସିୟୁରେ ଭର୍ତ୍ତି

ମୁମ୍ବଇ – ସୁର ସାମଜ୍ଞ୍ରୀ ଲତା ମଙ୍ଗେସକର କୋଭିଡ୍‌ ଆକ୍ରାନ୍ତ ହୋଇଛନ୍ତି । ଲତାଙ୍କ ଭାଣିଜୀ ରଚନା ଏ ବିଷୟରେ ଟ୍ୱିଟ କରି ସୂଚନା ଦେଇଛନ୍ତି । କୋଭିଡ୍‌ ଏବଂ ନିମୋନିଆରେ ସଂକ୍ରମିତ ହୋଇଥିବାରୁ ଲତାଙ୍କୁ ଚିକିତ୍ସା ପାଇଁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ଆଇସିୟୁରେ ରଖାଯାଇ ତାଙ୍କର ଚିକିତ୍ସା ଚାଲିଛି ।

ତାଙ୍କର କୋଭିଡ୍‌ର ସମାନ୍ୟ ଲକ୍ଷଣ ଦେଖାଯାଇଥିବା ବେଳେ ବୟସ ଏବଂ ନିମୋନିଆ ସଂକ୍ରମଣ ଯୋଗୁଁ ଆଇସିୟୁରେ ରଖାଯାଇ ଚିକିତ୍ସା ଚାଲିଛି । ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ବିଭିନ୍ନ ସ୍ଥାନରେ ରାତ୍ରୀକାଳୀନ କର୍ଫ୍ୟୁ ଜାରିକରାଯାଇଥିବା ବେଳେ ବିଭିନ୍ନ କଟକଣା ଲଗାଯାଇଛି ।

- Advertisement -

ଓଡିଶାରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇଛି । ଏଥିପାଇଁ ସାଧାରଣ ଲୋକଙ୍କୁ ସମସ୍ତ କୋଭିଡ୍‌ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories