www.samajalive.in
Sunday, December 14, 2025
17.1 C
Bhubaneswar

ଲାଲଚାନ୍ଦ ମାଷ୍ଟରକ୍ୟାଣ୍ଟିନ୍ ଷ୍ଟାର୍ ଲକି ଡ୍ର : ଗ୍ରାହକ ଜିତିଲେ କାର ଓ ମୋଟର ସାଇକେଲ୍

ଭୁବନେଶ୍ଵର : ଲାଲଚାନ୍ଦର କୌନ୍ ବନେଗା ଲକ୍ଷପତି ଲକି ଡ୍ର’ ର ପ୍ରଥମ ଦିନରେ ମାଷ୍ଟର କ୍ୟାଣ୍ଟିନ୍ ଷ୍ଟାର୍ ପାଇଁ ଲକି ଡ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଡ୍ର’ ରେ ଗ୍ରାହକମାନେ ୧ କାର୍, ୨ ମୋଟର ସାଇକେଲ୍‌ ଜିତିବା ସହ ୮ ଜଣ ଗ୍ରାହକ ଲକ୍ଷପତି ହୋଇଛନ୍ତି । କରୋନା ପାଇଁ ଲାଲଚାନ୍ଦର ‘କୌନ୍ ବନେଗା ଲକ୍ଷପତି’ ଯୋଜନା ଅନ୍ତର୍ଗତ ଲକି ଡ୍ର ଗୁଡ଼ିକ ହୋଇପାରିନଥିଲା।

ଗ୍ରାହକମାନଙ୍କ ଉପସ୍ଥିତିରେ ଲକି ଡ୍ର ଅନୁଷ୍ଠିତ ହୋଇଥିଲା। ଲାଲ୍‌ଚାନ୍ଦର ଫାଉଣ୍ଡର ଚେୟାର୍‌ମ୍ୟାନ୍ ସଂଜୟ ହଂସଙ୍କ ସହ ଓଲିଉଡ୍ ଅଭିନେତା କୁନା ତ୍ରିପାଠୀ, ଆକାଶ ଦାସନାୟକ ଓ ଭୂମିକା ଲକି ଡ୍ର’ରେ ସାମିଲ୍ ହୋଇଥିଲେ । ଏହି ଅବସରରେ ଶ୍ରୀ ହଂସ କହିଲେ ‘ପ୍ରତିକୂଳ ପରିସ୍ଥିତି ପାଇଁ ଡ୍ର’ଗୁଡ଼ିକ ସମ୍ଭବ ହୋଇପାରିନଥିଲା । କିନ୍ତୁ, ଲାଲଚାନ୍ଦ ଯେପରି ଶୁଦ୍ଧ ସୁନା, ସ୍ଵଚ୍ଛ ରିହାତି ପାଇଁ ଜଣାଶୁଣା ଠିକ୍ ସେହିପରି ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ମଧ୍ୟ ସର୍ବଦା ଯତ୍ନବାନ । ସେହି ପୂର୍ବ ପ୍ରତିଶ୍ରୁତି ରକ୍ଷା କରି “କୌନ୍ ବନେଗା ଲକ୍ଷପତି” ଯୋଜନା ଅନ୍ତର୍ଗତ ବକେୟା ଲକି ଡ୍ର ଗୁଡ଼ିକୁ ଅକ୍ଟୋବର ମାସରେ କରିବା ପାଇଁ ଯୋଜନା କରାଯାଇଥିଲା। ଏହି ଡ୍ର’ ପାଇଁ ଆମର ଗ୍ରାହକମାନେ ଅନେକ ଦିନ ଅପେକ୍ଷା କରିଥିଲେ। ଆସନ୍ତା କାଲି ରଘୁନାଥପୁର ପାଇଁ ଓ ରବିବାର ଦିନ କଟକ ଷ୍ଟେର ପାଇଁ ଲକି ଡ୍ର’ ଅନୁଷ୍ଠିତ ହେବ”

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories