www.samajalive.in
Monday, December 15, 2025
14.1 C
Bhubaneswar

ପ୍ରଥମ ଭାରତୀୟ ମହିଳା ଭାବେ ସଟ୍ ପୁଟରେ ରେକର୍ଡ କଲେ କ୍ରିଷ୍ଣା ଜୟଶଙ୍କର

ଡେସ୍କ: ଭାରତର କ୍ରିଷ୍ଣା ଜୟଶଙ୍କର ୨୦୨୫ ମାଉଣ୍ଟେନ ୱେଷ୍ଟ ଇନଡୋର ଟ୍ରାକ୍ ଆଣ୍ଡ ଫିଲ୍ଡ ଚାମ୍ପିୟନଶିପରେ ପ୍ରଥମ ଭାରତୀୟ ମହିଳା ଭାବେ ଇନଡୋର ସଟ୍ ପୁଟରେ ୧୬ ମିଟର ଅତିକ୍ରମ କରି ଇତିହାସ ରଚିଛନ୍ତି। ତାଙ୍କ ରେକର୍ଡ ଭାଙ୍ଗିବା ଥ୍ରୋର ତୀବ୍ରତା ୧୬.୦୩ ମିଟର ଥିଲା। ୨୨ ବର୍ଷୀୟ ଏହି ଖେଳାଳି ପୂର୍ବ ଭାରତୀୟ ଇନଡୋର ରେକର୍ଡ ୧୫.୫୪ ମିଟର ଭାଙ୍ଗିଛନ୍ତି। ୨୦୨୩ ଆମେରିକୀୟ ଆଥଲେଟିକ୍ କନଫରେନ୍ସ ଇନଡୋର ଚାମ୍ପିୟନଶିପରେ ପୂର୍ଣ୍ଣରାଓ ରାଣେ ଏହି ରେକର୍ଡ ସ୍ଥାପନ କରିଥିଲେ।

ଏହି ପ୍ରତିଯୋଗିତାର ଶେଷ ରାଉଣ୍ଡ ପର୍ଯ୍ୟନ୍ତ କ୍ରିଷ୍ଣା ଚତୁର୍ଥ ସ୍ଥାନରେ ଥିଲେ। ତେବେ ଶେଷ ଥ୍ରୋରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ। ଆମେରିକାର ମାୟା ଲେସନର ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ସ୍ୱଦେଶୀ ଗ୍ୟାବି ମର୍ନ୍ସ ରୌପ୍ୟ ପଦକ ଜିତିଛନ୍ତି। କ୍ରିଷ୍ଣାଙ୍କ ପୂର୍ବରୁ ଶ୍ରେଷ୍ଠ ଇନଡୋର ଥ୍ରୋ ୧୫.୦୩ ମିଟର ଥିଲା, ଯାହା ଗତ ମାସରେ ସେହି ସ୍ଥାନରେ ରେକର୍ଡ କରାଯାଇଥିଲା। ଭାରତର ମୋଟ ମହିଳା ସଟ୍ ପୁଟ୍ ରେକର୍ଡ ୧୮.୪୧ ମିଟର ରହିଛି। ଆଭା ଖଟୁଆ ଫେଡେରେସନ୍ କପ୍ ୨୦୨୪ରେ ଏହି ସେ ଏହି ସଫଳତା ହାସଲ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories