ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପକ୍ଷରୁ କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ପ୍ରଦେଶ ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରାଯାଇଛି। ଓଡ଼ିଶାର ଆବେଦନକୁ ନେଇ ନୋଟିସ ଜାରି ହୋଇଛି। ସ୍ଥିତାବସ୍ଥାକୁ ଆନ୍ଧ୍ର ପ୍ରଦେଶ ଉଲ୍ଲଙ୍ଘନ କରୁଥିବା ଓଡ଼ିଶା ଦର୍ଶାଇଛି। ୧୯୬୮ ଏବଂ ୨୦୦୬ରେ ସ୍ଥିତାବସ୍ଥା ରକ୍ଷା ପାଇଁ କୋର୍ଟ କହିଥିଲେ। ସୁପ୍ରିମକୋର୍ଟ ପକ୍ଷରୁ ୨୮ଦିନ ଭିତରେ ଜବାବ ଦାଖଲ ପାଇଁ ନୋଟିସରେ ନିର୍ଦେଶ ଦିଆଯାଇଛି। ଓଡ଼ିଶା ପକ୍ଷରୁ ୨୦୨୨ ଜାନୁଆରୀରେ ଅରିଜିନାଲ ସୁଟ ଫାଇଲ ହୋଇଥିଲା। ପୂର୍ବ ଶୁଣାଣୀ ସମୟରେ ଆପୋସ ଆଲୋଚନାରେ ସମାଧାନ ପାଇଁ କୋର୍ଟ କହିଥିଲେ।
Popular Categories



