କ ନୂଆଗାଁ: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ ଅଞ୍ଚଳରେ ଥିବା ୧୪ ପଞ୍ଚାୟତ ଓ ସମସ୍ତ କାର୍ଯ୍ୟାଳୟ ଓ ବିଦ୍ୟାଳୟରେ ସ୍ୱାଧୀନତାର ୭୫ତମ ଦିବସ ପାଳନ କରାଯାଇଛି। କୁଡୁତୂଲି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଶ୍ରିଚନ୍ଦ୍ର ମଲିକ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ମହାସିଂ ପଞ୍ଚାୟତ ଠାରେ ସରପଞ୍ଚ ରଞ୍ଜିତ କୁମାର ମଲିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀ.କେସବ ଚନ୍ଦ୍ର କାମ୍ପ ଗ୍ରାମର ସମସ୍ତ ଜନସାଧାରଣ ଉପସ୍ଥିତ ରହିଥିଲେ।
Popular Categories



