www.samajalive.in
Wednesday, December 10, 2025
17.1 C
Bhubaneswar

ଅହିରାଜ ସହ ଖେଳ, ଭିଡିଓ ଦେଖିଲେ ତାଜୁବ ହେବେ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ସାପର ଅନେକ ଭିଡିଓ ଭାଇରାଲ ହୋଇଥାଏ । ଏବେ ଏମିତି ଏକ ଭିଡିଓ ଘୁରିବୁଲୁଛି ଯେଉଁଥିରେ ଜଣେ ଯୁବକ ସାପ ସହ ଖେଳୁଛନ୍ତି । ସାପ ପୁଣି ଏମିତି ସେମିତି ସାଧାରଣ ନୁହେଁ, ଅହିରାଜ । ଅହିରାଜର ଲାଞ୍ଜ ଧରି କେତେବେଳେ ଭିଡି ଦେଉଛନ୍ତି ତ, ଆଉ ପୁଣି କେତେବେଳେ ତାକୁ ବୁଲେଇ ଦେଉଛନ୍ତି । ଏମିତି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

- Advertisement -

ଏକ୍ସରେ ଭିଡିଓ ସେୟାର ହେବା ପରେ ୟୁଜର୍ ଏହାକୁ ନେଇ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି । ସମସ୍ତେ ତାଙ୍କୁ ଏମିତି ଜୀବନକୁ ବାଜି ଲଗାଇବାକୁ ମନା କରୁଛନ୍ତି । ଅହିରାଜ ବହୁତ ବିଷଧର ସାପ । ତାର ଗୋଟିଏ ଚୋଟ ଅକ୍ଲେଶରେ ଜୀବନ ନେଇପାରେ । ତେଣୁ ବିନା କୌଶଳରେ ଅହିରାଜ ସହ ଖେଳିବା ଆଦୌ ଉଚିତ ନୁହେଁ ବୋଲି ଲୋକେ ପ୍ରତିକ୍ରିୟା ରଖିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories