www.samajalive.in
Saturday, December 6, 2025
15.1 C
Bhubaneswar

ଜୁଲାଇ ୮ରୁ କେତୁ ଚମକାଇବେ ଏହି ରାଶିଙ୍କ ଭାଗ୍ୟ ; ହଠାତ୍ ମିଳିବ ଧନ, ଚାକିରି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହଙ୍କ ଭଳି ରାହୁ ଓ କେତୁ ଗ୍ରହଙ୍କ ଜାତକରେ କୁପ୍ରଭାବ ରହିଲେ ଜୀବନରେ ଅନେକ ସମସ୍ୟା ଲାଗି ରହେ। ରାହୁ-କେତୁ ଦେଢ ବର୍ଷକୁ ଥରେ ରାଶି ପରିବର୍ତ୍ତନ କରି ଥାଆନ୍ତି। ବ୍ରକ ଚଳନ କରି ଥାଆନ୍ତି। ଫଳରେ ଦୀର୍ଘ ଦିନ ପର୍ଯ୍ୟନ୍ତ ପ୍ରଭାବ ରହିଥାଏ। ଜୁଲାଇ ୮ରେ କେତୁଙ୍କ ହେଉଥିବା ନକ୍ଷତ୍ର ପରିବର୍ତ୍ତନର ସମସ୍ତ ରାଶି ଉପରେ ପ୍ରଭାବ ପଡିବ। ମାତ୍ର ୩ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିବ। ଏହି ରାଶିଙ୍କୁ ଖୁବ୍ ଧନ ସମ୍ପତ୍ତି ପ୍ରାପ୍ତି ହେବା ସହ ପଦନ୍ନୋତି ହେବ। ପ୍ରତିଷ୍ଠା ବୃଦ୍ଧି ପାଇବ। ଜାଣନ୍ତୁ ୮ ଜୁଲାଇରୁ କେଉଁ ରାଶିଙ୍କ ଭାଗ୍ୟ ବଦଳିବ..

ମେଷ – କେତୁ ଗ୍ରହଙ୍କ ନକ୍ଷତ୍ର ପରିବର୍ତ୍ତନ ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଲାଭଦାୟକ। ଏମାନଙ୍କ ସାହସ ଓ ପରାକ୍ରମ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଉନ୍ନତି ହେବ। ଆମଦାନୀ ବୃଦ୍ଧି ହେବ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଅଟକି ଥିବା କାମ ସମ୍ପୂର୍ଣ୍ଣ ହେବ। ଭୂମି କିମ୍ବା ଯାନ କିଣିବାର ଯୋଗ ରହିଛି। ନିବେଶ ପାଇଁ ଉତ୍ତମ ସମୟ। ଇଚ୍ଛା ପୂରଣ ହେବ।

ନଖ କାଟିବାର ଶୁଭ ଦିନ ଓ ସମୟ; ପାଳନ କଲେ ହଠାତ୍ ହୁଏ ଧନ ପ୍ରାପ୍ତି, ବଢେ ସୌନ୍ଦର୍ଯ୍ୟ..

- Advertisement -

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍ ଲାଭ ମିଳିବ। ଆୟରେ ବୃଦ୍ଧି ହେବ। ଗୋଟିଏରୁ ଅଧିକ ସ୍ରୋତରେ ଟଙ୍କା ମିଳିବ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ। ଚାକିରି କିମ୍ବା କର୍ମକ୍ଷେତ୍ରରେ ଉନ୍ନତି ହେବ। ଆପଣଙ୍କୁ ପଦ, ପ୍ରତିଷ୍ଠା ମିଳିବ। ଯାନ କିମ୍ବା ଭୂମିର ସୁଖ ମିଳିବ। ନୂତନ ଚାକିରିର ଯୋଗ ରହିଛି।

ମକର – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ହଠାତ୍ ଧନ ମିଳିବ। ସାହସ ଓ ପରାକ୍ରମ ବୃଦ୍ଧି ପାଇବ। କଷ୍ଟ କାମ ମଧ୍ୟ ପୂରଣ ହେବ। ନିବେଶ ପାଇଁ ଉତ୍ତମ ସମୟ। ପାରିବାରିକ ଜୀବନ ସୁଖମୟ ହେବ। ପରୀକ୍ଷାରେ କୃତକାର୍ଯ୍ୟ ହେବେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories