ନଖ କାଟିବାର ଶୁଭ ଦିନ ଓ ସମୟ; ପାଳନ କଲେ ହଠାତ୍ ହୁଏ ଧନ ପ୍ରାପ୍ତି, ବଢେ ସୌନ୍ଦର୍ଯ୍ୟ..

ସନାତନ ଧର୍ମରେ ଜୀବନ ସହ ଜଡିତ ଅନେକ କାମ ପାଇଁ କିଛି ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ନିୟମର ପାଳନ କରିବା ଦ୍ୱାରା ଦେବାଦେବୀଙ୍କ କୃପା ଓ ଆଶୀର୍ବାଦ ମିଳିଥାଏ। ସେହି ନିୟମର ସଠିକ୍ ଭାବେ ପାଳନ ନକରିବା ଦ୍ୱାରା ଜୀବନରେ ସମସ୍ୟା ଲାଗି ରହିଥାଏ। ଅଭାବ ସହ ଧନ ଅଭାବ ଲାଗି ରହିଥାଏ। ଅସଫଳତା ଲାଗି ରହିଥାଏ। ନଖ କାଟିବା ମଧ୍ୟ ଏଭଳି ଏକ କାର୍ଯ୍ୟ।ନଖ ଓ କେଶ କାଟିବା ନେଇ ଅନେକ ନିୟମ … Continue reading ନଖ କାଟିବାର ଶୁଭ ଦିନ ଓ ସମୟ; ପାଳନ କଲେ ହଠାତ୍ ହୁଏ ଧନ ପ୍ରାପ୍ତି, ବଢେ ସୌନ୍ଦର୍ଯ୍ୟ..