କେଜରିୱାଲଙ୍କ ପରାମର୍ଶଦାତା ଇସ୍ତଫା ଦେଲେ

0

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପରାମର୍ଶଦାତା ଭି.କେ.ଜୈନ ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଏହି ନିଷ୍ପତ୍ତି ନେଇଥିବା ଜୈନ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ମାଡମରା ଘଟଣାରେ ପୁଲିସ କିଛି ଦିନ ପୂର୍ବେ ଜୈନଙ୍କୁ ଜେରା କରିଥିଲା। କେଜରିୱାଲ ଗତବର୍ଷ ସେପ୍ଟେମ୍ବରରେ ଜୈନଙ୍କୁ ପରାମର୍ଶଦାତା ନିଯୁକ୍ତ କରିଥିଲେ।

Leave A Reply