www.samajalive.in
Friday, December 5, 2025
26.1 C
Bhubaneswar

ଟଙ୍କାର ପାହାଡ : ଜବତ ହେଲା କୋଟି କୋଟି ଟଙ୍କା,କିଲୋ କିଲୋ ସୁନା

ବେଙ୍ଗାଲୁରୁ : ପୁଲିସକୁ ମିଳିଛି ବଡ ସଫଳତା। ଗନୀନାଡୁ ବେଲ୍ଲାରୀ ପୁଲିସ କୋଟି କୋଟି ଟଙ୍କା ସହ ବିପୁଳ ପରିମାଣରେ ସୁନା ଗହଣା ଜବତ କରିଛି। ଚଢାଉ ସମୟରେ ପୁଲିସ ୫ କୋଟି ୬୦ ଲକ୍ଷ ନଗଦ ଟଙ୍କା, ୩ କେଜି ସୁନା, ୧୦୩ କେଜି ଆଭୂଷଣ ଓ ୨୧ଟି ଚାନ୍ଦି ଇଟା ଜବତ କରିଛି। ଜବତ ହୋଇଥିବା ସୁନା ଓ ଚାନ୍ଦିର ମୂଲ୍ୟ ପ୍ରାୟ ୭ କୋଟି ୬ ଲକ୍ଷ ଟଙ୍କା। ଜଣେ ଅଳଙ୍କାର ଦୋକାନର ମାଲିକଙ୍କ ଘରୁ ଏହି ଟଙ୍କା ଜବତ କରାଯାଇଛି।

ଚୈତ୍ର ନବରାତ୍ରୀରେ ଏହି ଉପାୟରେ ଦୂର ହେବ ବାସ୍ତୁ ଦୋଷ..

- Advertisement -

ଥାନାରେ ମାମଲା ରୁଜୁ କରାଯିବା ସହ ତାଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି। ଘଟଣାର ତଦନ୍ତ ଜାରି ରହିଛି।

ତାତିରୁ ଆଶ୍ୱସ୍ତି ; ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୩୫ ଡିଗ୍ରୀରୁ କମ୍

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories