ତାତିରୁ ଆଶ୍ୱସ୍ତି ; ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୩୫ ଡିଗ୍ରୀରୁ କମ୍

ଭୁବନେଶ୍ୱର : ତାତିରୁ ଆଶ୍ୱସ୍ତି ଦେଇଛି ବର୍ଷା। ଗତକାଲି ବର୍ଷା ପବନ ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ଅସହ୍ୟ ଗରମରୁ ତ୍ରାହି ମିଳିଛି। ସାଢେ ୧୧ଟା ସୁଦ୍ଧା ତାପମାତ୍ରା ସବୁ ସ୍ଥାନରେ ୩୫ ଡିଗ୍ରୀ ତଳେ ସୋମବାର ରେକର୍ଡ କରାଯାଇଛି। ଚାନ୍ଦବାଲି ୩୪,ପାରାଦୀପ ୩୩.୬, ପୁରୀ ୩୩.୪, ଗୋପାଳପୁର ୩୩.୨, ଭୁବନେଶ୍ୱର ୩୨.୮,ବାଲେଶ୍ୱର ୩୨.୪, କେନ୍ଦୁଝର ୨୫.୬ ଡିଗ୍ରୀ ରେକର୍ଡ କରାଯାଇଛି। ୫୦ ବର୍ଷ ପରେ ଏହି ଦିନ ସବୁଠାରୁ ବଡ ସୂର୍ଯ୍ୟପରାଗ : କେଉଁ ରାଶି … Continue reading ତାତିରୁ ଆଶ୍ୱସ୍ତି ; ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୩୫ ଡିଗ୍ରୀରୁ କମ୍