QNETIC – Mobile

କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ କରୋନା ସଂକ୍ରମିତ

ବେଙ୍ଗାଲୁରୁ : କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ବି ସି ଶିରାମୁଲୁ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। କରୋନା ସଂକ୍ରମିତ ହେବା ସମ୍ପର୍କରେ ଶିରାମୁଲୁ ରବିବାର ଟ୍ବିଟର ଯୋଗେ ସୂଚନା ଦେଇଛନ୍ତି। ଶିରାମୁଲୁ କହିଛନ୍ତି ତାଙ୍କୁ ଜ୍ବର ହେବାରୁ ସେ କରୋନା ସ୍ବାବ ପରୀକ୍ଷା କରାଇଥିଲେ ଯାହାର ନମୁନା ପଜିଟିଭ ଆସିଛି। ଏହାପୂର୍ବରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା କରୋନା ସଂକ୍ରମିତ ହୋଇଥିଲେ।

Comments are closed.