www.samajalive.in
Monday, December 15, 2025
14.1 C
Bhubaneswar

୩୨ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଗିରଫ

କଣ୍ଟାବାଞ୍ଜି: ତୁରେକେଲା ଥାନାର ପେଟ୍ରୋଲିଂ ଦଳ ଖବର ପାଇ ତୁରେକେଲା ରୋଡ଼ ରେଲୱେ ଷ୍ଟେସନ୍ ନିକଟରୁ କିଛି ଶ୍ରମିକ ବାହାର ରାଜ୍ୟକୁ ବେଆଇନ ଭାବେ ଚାଲାଣ କରାଯାଉଥିବା ଖବର ପାଇ ଚଢାଉ କରିଥିଲା ଓ ଯାଞ୍ଚ ସମୟରେ ୧୪ ଜଣ ପୁରୁଷ, ୧୦ ଜଣ ମହିଳା ଓ ୮ ଜଣ ଶିଶୁ, ମୋଟ ୩୨ ଜଣଙ୍କୁ ଉଦ୍ଧାର କରି ଥାନାକୁ ଅଣା ଯାଇଥିଲା। ଉକ୍ତ ଲେବର ମାନଙ୍କୁ ସର୍ଦାର ନେବା ପାଇଁ ଯୋଜନା କରୁଥିଲେ ଓ ବେଆଇନ ଭାବେ ଚାଲାଣ କରୁଥିଲେ। ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କ ମଧ୍ୟରୁ ଲାଠୋର ଥାନା ଅଞ୍ଚଳର ୩ ଜଣ, ବେଲପଡା ଥାନା ଅଞ୍ଚଳର ୧୪ ଜଣ, ତୁରେକେଲା ଥାନା ଅଞ୍ଚଳର ୨ ଜଣ, ନୂଆପଡା ଜିଲ୍ଲା ଖରିଆର ଥାନା ଅଞ୍ଚଳର ୬ ଜଣ ଓ ନୂଆପଡା ଜିଲ୍ଲା କୋମନା ଥାନା ଅଞ୍ଚଳର ୬ ଜଣ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories