www.samajalive.in
Sunday, December 7, 2025
14.1 C
Bhubaneswar

ଏହି ଜୁସ ସେବନ କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇ ରହିଥାଏ

ସପୁରୀରେ ବହୁ ଭିଟାମିନ, ମିନେରାଲ୍ସ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି ଯାହା ଶରୀରକୁ ବହୁ ରୋଗରୁ ରକ୍ଷା କରିଥାଏ। ଏହାର ଜୁସ ମଧ୍ୟ ସ୍ୱାସ୍ଥ୍ୟ ବେଶ ପାଇଁ ହିତକାରକ। ସପୁରୀ ଜୁସରେ ସାମାନ୍ୟ ଅଦା ରସ ମିଶାଇ ପିଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ କୌଣସି ଆଶୀର୍ବାଦ ଠାରୁ କମ ନୁହେଁ। ଜାଣନ୍ତୁ ଏହା ବିଷୟରେ….
ସପୁରୀ ରସରେ ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଥାଏ, ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହ ଶରୀରରୁ ଅପରିଷ୍କାର ଜିନିଷ ବାହାର କରିବାକୁ ସହାୟକ ହୋଇଥାଏ।
ଏହି ଜୁସ ସେବନ କରିବା ଦ୍ୱାରା କର୍କଟ ରୋଗ ହେବାର ସମ୍ଭାବନା କମ ଥାଏ।
ଥଣ୍ଡା ସମୟରେ ଏହି ଜୁସରେ ଅଦା ରସ ମିଶାଇ ପିଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ଏହି ଜୁସ ସେବନ କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇ ରହିଥାଏ।
ଏହି ଜୁସ ପିଇବା ଦ୍ୱାରା ଦାନ୍ତ ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ। ଦାନ୍ତ ଶକ୍ତ ସହ ଏହାର ଚମକ ବୃଦ୍ଧି ପାଇଥାଏ।
ହୃଦୟ ସହ ଜଡ଼ିତ ବହୁ ରୋଗ ହେବାର ଆଶଙ୍କା ଖୁବ କମ ଥାଏ।
ଏଥିରେ ଭିଟାମିନ ସି, ଫାଇବର, ପୋଟାସିୟମ ଆଦି ଥିବାରୁ ଏହା ଶରୀରକୁ ଆବଶ୍ୟକ ରୋଗ ପ୍ରତିରୋଧ ଶକ୍ତି ଯୋଗାଇବା ସହ ବିଭିନ୍ନ ସଙ୍କ୍ରମଣରୁ ମଧ୍ୟ ରକ୍ଷା କରିଥାଏ।
ଏହି ଜୁସ ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories