www.samajalive.in
Saturday, December 6, 2025
14.1 C
Bhubaneswar

ଜିଓ ଧମାକା ; ଲଞ୍ଚ ହେଲା ୩୦ରୁ କମ୍ ଟଙ୍କାର ପ୍ଲାନ୍ , ମାଗଣାରେ ଦେଖିବେ ଏସବୁ..

ନୂଆଦିଲ୍ଲୀ :ଜିଓ ଏବେ ନିଜର ଏକ ଦମଦାର୍ ରିଚାର୍ଜ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ଗତ କିଛି ଦିନ ହେବ ଏହି ପ୍ଲାନ୍ ବିଷୟରେ ଜଣାଇ ଥିଲା ଯାହାକୁ ଏବେ ଲଞ୍ଚ କରିଛି।
କମ୍ପାନୀ ୨ଟି ପ୍ଲାନକୁ ଲଞ୍ଚ କରିଛି। ଯାହା ଜିଓ ସିନେମା ପାଇଁ।

କ’ଣ କହେ ହସ୍ତରେଖା? ଜାଣନ୍ତୁ, ଆପଣଙ୍କ ହେବ ପ୍ରେମ ନା ପ୍ରସ୍ତାବିତ ବିବାହ, କେମିତି କଟିବ ବୈବାହିକ ଜୀବନ..

- Advertisement -

ଜିଓ ସିନେମା ପାଇଁ କମ୍ପାନୀ ଏବେ ୨୯ ଟଙ୍କା ଓ ୮୯ ଟଙ୍କାର ଏକ ପ୍ଲାନ ଲଞ୍ଚ କରିଛି। ଉଭୟ ପ୍ଲାନ୍ ଏକ ମାସର ପର୍ଯ୍ୟନ୍ତ ରହିଛି।
ସର୍ବପ୍ରଥମେ ୨୯ ଟଙ୍କାର ରିଚାର୍ଜ ପ୍ଲାନ୍ ବିଷୟରେ ଜାଣନ୍ତୁ..
ଏହାକୁ ଉପଭୋକ୍ତା ଗୋଟିଏ ଡିଭାଇସରେ ବ୍ୟବହାର କରି ପାରିବେ। ଅର୍ଥାତ ଗୋଟିଏ ଡିଭାଇସରେ ଏକ୍ସେସ୍ କରାଯାଇ ପାରିବ। ଏଥିରେ ୪କେ ରିଜୋଲୁସନର ଆଡ୍ ଫ୍ରି ଏଣ୍ଟରଟେନମେଣ୍ଟ ମିଳିବ।
ଏହି ପ୍ଲାନରେ ଉପଭୋକ୍ତାଙ୍କୁ ଟିଭିରେ କଣ୍ଟେଟର ଏକ୍ସେସ୍ ଓ ଅନଲାଇନର କିଛି ଫିଚର୍ ମିଳିବ। ଜିଓ ସିନେମାରେ ଅନେକ କଣ୍ଟେଟ ରହିଛି, ଯାହାକୁ ବର୍ତ୍ତମାନ ଆପଣ ଦେଖିପାରିବେ।
ସେହିପରି ୮୯ ଟଙ୍କାର ପ୍ଲାନ ଅନୁଯାୟୀ, ଏହା ମଧ୍ୟ ଏକ ମାସ ପାଇଁ। ଏହି ପ୍ଲାନରେ ଆପଣଙ୍କୁ ୪ ଡିଭାଇସରେ ଜିଓ ସିନେମାର ଏକ୍ସେସ୍ ମିଳିବ।

ମେ ମାସରେ ଆପଣଙ୍କ ଜନ୍ମ କି? ଜାଣନ୍ତୁ ନିଜ ବିଷୟରେ ଜଣା ଅଜଣା କଥା..

ଜିଓ ସିନେମାରେ ଆପଣ ଏଚବିଓ ମାକ୍ସ ସହ ଅନ୍ୟ କଣ୍ଟେଟ ମିଳିବ। ଏହାସହ ଅନେକ ସିନେମାର ପ୍ରିମିୟମ ଏକ୍ସେସ୍ ସହ ଦେଖି ପାରିବେ। କମ୍ପାନୀ ପ୍ରିମିୟମ ପ୍ଲାନ ପରେ ମଧ୍ୟ ଜିଓ ସିନେମାରେ ଆଇପିଏଲ୍ କୁ ମାଗଣାରେ ଦେଖିପାରିବେ। ମାତ୍ର ଏଥିରେ ବିଜ୍ଞାପନ ରହିବ। ଜିଓର ଏହି ପ୍ଲାନରେ ଉପଭୋକ୍ତାଙ୍କୁ ଅତିରିକ୍ତ ଲାଭ ମିଳି ପାରିବ ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories