www.samajalive.in
Saturday, December 6, 2025
15.1 C
Bhubaneswar

ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍

ପାରଳାଖେମୁଣ୍ଡି: ମଦ ବ୍ୟବସାୟୀଙ୍କ ଘରେ ବଡଧରଣର ଆଇଟି ରେଡ୍। ଆୟକର ଫାଙ୍କିଥିବା ନେଇ ବ୍ୟବସାୟୀ ବିକ୍ରମ ସାହୁଙ୍କ ବିଭିନ୍ନ ପ୍ରତିଷ୍ଠାନରେ ଚଢାଉ କରାଯାଉଛି। ଅନୁଗୁଳ, ତାଳଚେର, କାମାକ୍ଷାନଗର, ପୁରୀ ଏବଂ ଭୁବନେଶ୍ଵରରେ ଚଢାଉ କରାଯାଉଛି । ପାରଳାଖେମୁଣ୍ଡିର ୩ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ରେଡ୍ କରାଯାଉଛି। ଭୋର୍  ସକାଳ ୪:୩୦ ମିନିଟ୍ ରୁ ଆରମ୍ଭ ହୋଇଥିବା ବେଳେ ଚଢ଼ାଉ ଏବେ ବି ଜାରି ରହିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories