www.samajalive.in
Sunday, December 14, 2025
17.1 C
Bhubaneswar

ଆଇପିଏଲ -୨୦୧୮

ମୁମ୍ବଇ : ଇଣ୍ଡିଆନ ପ୍ରିମିୟର ଲିଗ୍‍ ବା ଆଇପିଏଲ -୨୦୧୮ର ଏପ୍ରିଲ ୭ ତାରିଖରୁ ଆରମ୍ଭ ହେଉଛି।  ଆଇପିଏଲ -୨୦୧୮ର ଖେଳସୂଚୀ ମଧ୍ୟ ଘୋଷିତ ହୋଇଛି । ଏପ୍ରିଲ ୭ ତାରିଖରୁ ଚଳିତ ବର୍ଷର ଆଇପିଏଲ୍‍ ମ୍ୟାଚ ଆରମ୍ଭ ହେଉଛି। ଉଦଘାଟନୀ ବା ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍‍ ମଧ୍ୟରେ ମୁମ୍ବଇରେ ଅନୁଷ୍ଠିତ ହେବ। ଏପ୍ରିଲ ୭ରୁ ଏହି ବ୍ୟୟ ବହୁଳ ଟ୍ୱେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ମଇ ୨୭ ତାରିଖରେ ଶେଷ ହେବ। ଏହା ହେଉଛି ଆଇପିଏଲର ୧୧ତମ ସଂସ୍କରଣ। ତେବେ କଟକଣା ଲାଗୁ ହେବାର ଦୀର୍ଘ ଦୁଇ ବର୍ଷ ପରେ ଚେନ୍ନାଇ ସୁପର କିଙ୍ଗସ୍‍ ଓ ରାଜସ୍ଥାନ ରୟାଲ୍ସ ଏଥର ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଦେଢ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬୦ଟି ମ୍ୟାଚ ଖେଳାଯିବ।
ଆଇପିଏଲ -୨୦୧୮ର ଖେଳସୂଚୀ…..

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories