www.samajalive.in
Monday, December 15, 2025
16.1 C
Bhubaneswar

ଆଜି ଭାରତ-ପାକିସ୍ତାନ ମହା ମୁକାବିଲା

କଲମ୍ବୋ: ଏସିଆ କପ୍‌ରେ ରବିବାର ୨ୟ ଥର ପାଇଁ ପାକିସ୍ତାନ ଓ ଭାରତ ମଧ୍ୟରେ ମୁକାବିଲା ହେବାକୁ ଯାଉଛି। ଲିଗ୍‌ ପର୍ଯ୍ୟାୟରେ ଉଭୟ ଦଳ ଖେଳିଥିଲେ ହେଁ ବର୍ଷା ଯୋଗୁଁ ପାକିସ୍ତାନ ଇନିଂସ ଆରମ୍ଭ ହୋଇ ପାରିନଥିଲା। ସୁପର-୪ ପର୍ଯ୍ୟାୟରେ ରବିବାର ଭାରତ-ପାକିସ୍ତାନ ମୁକାବିଲା ହେବାକୁ ଯାଉଥିବା ବେଳେ ଏଥିରେ ମଧ୍ୟ ବର୍ଷାର ଆଶଙ୍କା ରହିଛି। ପୁଣି କେବଳ ଏହି ମ୍ୟାଚ୍‌ ପାଇଁ ଅତିରିକ୍ତ ଦିବସ ରହିଛି। କାଣ୍ଡିରେ ବର୍ଷା ଯୋଗୁଁ କିଛି ଲିଗ୍‌ ମ୍ୟାଚ୍‌ ବାଧାପ୍ରାପ୍ତ ହେବା ପରେ ସୁପର-୪ ପର୍ଯ୍ୟାୟ କଲମ୍ବୋରେ ପହଞ୍ଚିଛି। ଏଠାରେ ବର୍ଷାର ସମ୍ଭାବନା ଅଧିକ। ସ୍ଥାନୀୟ ପାଣିପାଗ ବିଭାଗ ଉକ୍ତ ମ୍ୟାଚ୍‌ରେ ବର୍ଷାର ୯୦% ଆଶଙ୍କା ରହିଛି ବୋଲି ପୂର୍ବାନୁମାନ କରିଛି। ମ୍ୟାଚ୍‌ରେ ଅତିରିକ୍ତ ଦିନ ଥିବାରୁ ଫଳାଫଳ ବାହାରିବାର ସମ୍ଭାବନା ରହିଛି।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories