www.samajalive.in
Monday, December 15, 2025
16.1 C
Bhubaneswar

୪୭ ରନରେ ୨ଟି ଉଇକେଟ ହରାଇଲା ପାକିସ୍ତାନ

ସମାଜ ଡିଜିଟାଲ ଡେସ୍କ: ଚମ୍ପିଆନ୍ସ ଟ୍ରଫିରେ ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଆରମ୍ଭ ହୋଇଯାଇଛି। ପାକିସ୍ତାନ ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଥିବାବେ​ଳେ ଭାରତୀୟ ଦଳକୁ ଆରମ୍ଭରୁ ସଫଳତା ମିଳିଛି। ୧୧ ଓଭର ମଧ୍ୟରେ ପାକିସ୍ତାନ ଦଳର ୨ଟି ଉଇକେଟର ପତନ ଘଟାଇବାରେ ଟିମ ଇଣ୍ଡିଆ ସଫଳ ହୋଇଛି। ୪୧ ରନରେ ବାବର ଆଜମଙ୍କୁ ପ୍ରଥମ ଉଇକେଟ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍‌ କରିତିଲେ। ଏହା ପରବର୍ତ୍ତୀ ଓଭରରେ ଅନ୍ୟତମ ଓପନର ଇମାମ ଉଲ ହକ ଅକ୍ଷର ପଟେଲଙ୍କ ଦ୍ବାରା ରନଆଉଟ ହୋଇ ପାଭିଲଅନକୁ ଫେରିଥିଲେ। ବାବର ଆଜମ ୨୬ ବଲରେ ୨୩ ଏବଂ ଇମାମ ୨୬ ବଲରେ ୧୦ ରନ କରି ଆଉଟ ହୋଇଛନ୍ତି। ୧୧ ଓଭର ଖେଳ ଶେଷ ସୁଦ୍ଧା ପାକ୍‌ ଟିମ ୨ ଉଇକେଟ ବିନିମୟରେ ୫୫ ରନ ସଂଗ୍ରହ କରିଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories