ଆର୍ଥିକ ବର୍ଷ ୨୪-୨୫ ପାଇଁ ଜିଡିପି ପୂର୍ବାନୁମାନ ୭%କୁ ବୃଦ୍ଧି କଲା ଆଇଏମ୍ଏଫ୍
ଡେସ୍କ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ୨୦୨୪ – ୨୫ ଆର୍ଥିକ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ୨୦ ବେସିସ୍ ପଏଣ୍ଟ ବୃଦ୍ଧି କରି ୭%ରେ ପହଞ୍ଚାଇଛି। ଏପ୍ରିଲ୍ ମାସରେ ପୂର୍ବ ଆକଳନ ୬.୮% ରହିଥିବା ବେଳେ ଆଇଏମ୍ଏଫ୍ ଏହାର ପୂର୍ବାନୁମାନକୁ ସଂଶୋଧନ କରିଛି।
ଶପଥ ଗ୍ରହଣ କଲେ ସୁପ୍ରିମକୋର୍ଟର ଦୁଇ ନୂଆ ବିଚାରପତି ଜଷ୍ଟିସ ଏନ କୋଟିଶ୍ୱର ସିଂହ ଓ ଜଷ୍ଟିସ୍ ଆର୍ ମହାଦେବନ
ଆଇଏମଏଫର ‘ୱାର୍ଲ୍ଡ ଇକୋନୋମିକ୍ ଆଉଟଲୁକ୍’ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ପାଇଁ ଭାରତର ଆର୍ଥିକ ଅଭିବୃଦ୍ଧି ପୂର୍ବାନୁମାନକୁ ମଧ୍ୟ ୭%କୁ ବୃଦ୍ଧି କରାଯାଇଛି। ଆଇଏମ୍ଏଫ୍ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଭାରତରେ ଅଭିବୃଦ୍ଧି ପୂର୍ବାନୁମାନକୁ ୭%କୁ ସଂଶୋଧନ କରାଯାଇଛି। ଆଇଏମଏଫ ୨୦୨୫ ପାଇଁ ଭାରତର ଅଭିବୃଦ୍ଧି ହାର ୬.୫% ରହିବ ବୋଲି ଆକଳନ କରିଛି।
ଶନିବାର ସୁଦ୍ଧା ନିଟ୍ ପରୀକ୍ଷା ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Comments are closed.