ଶନିବାର ସୁଦ୍ଧା ନିଟ୍ ପରୀକ୍ଷା ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଡେସ୍କ: ଶନିବାର ସୁଦ୍ଧା ନିଟ୍ ୟୁଜି ପରୀକ୍ଷା ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ଜାତୀୟ ପରୀକ୍ଷଣ ସଂସ୍ଥା – ଏନଟିଏକୁ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷାର୍ଥୀଙ୍କ ନାମ ଗୋପନ ରଖି ସହରୱାରି ଓ ପରୀକ୍ଷା କେନ୍ଦ୍ରୱାରି ପରୀକ୍ଷା ଫଳ ପ୍ରକାଶ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଆଜି ଦିନର ପ୍ରଥମାର୍ଦ୍ଧରେ ନିଟ ପରୀକ୍ଷା ଅନିୟମିତତା ସମ୍ପର୍କିତ ୪୦ଟିରୁ ଅଧିକ ଆବେଦନର ଏକତ୍ର ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ ଯେ ‘ନିଟ୍’ର ପୁନଃ ପରୀକ୍ଷା ଦୃଢ଼ ଭିତ୍ତିରେ ହେବା ଆବଶ୍ୟକ। … Continue reading ଶନିବାର ସୁଦ୍ଧା ନିଟ୍ ପରୀକ୍ଷା ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Copy and paste this URL into your WordPress site to embed
Copy and paste this code into your site to embed