ଶପଥ ଗ୍ରହଣ କଲେ ସୁପ୍ରିମକୋର୍ଟର ଦୁଇ ନୂଆ ବିଚାରପତି ଜଷ୍ଟିସ ଏନ କୋଟିଶ୍ୱର ସିଂହ ଓ ଜଷ୍ଟିସ୍ ଆର୍ ମହାଦେବନ
ଡେସ୍କ: ଆଜି ସୁପ୍ରିମକୋର୍ଟର ଦୁଇ ଜଣ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ସେମାନେ ହେଉଛନ୍ତି ଜଷ୍ଟିସ୍ ନୋଙ୍ଗମେଇକାପମ୍ କୋଟିଶ୍ୱର ସିଂହ ଏବଂ ଜଷ୍ଟିସ୍ ଆର୍ ମହାଦେବନ। ଉଭୟଙ୍କୁ ଶପଥ ପାଠ କରାଇଛନ୍ତି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼। ଗତ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେମାନଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲେ। ଏହି ନିଯୁକ୍ତି ଦ୍ୱାରା ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସମେତ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତି ସଂଖ୍ୟା ୩୪ରେ ପହଂଚିଛି। ସୁପ୍ରିମକୋର୍ଟ କଲେଜିୟମ୍ ଜମ୍ମୁ-କଶ୍ମୀର ଏବଂ … Continue reading ଶପଥ ଗ୍ରହଣ କଲେ ସୁପ୍ରିମକୋର୍ଟର ଦୁଇ ନୂଆ ବିଚାରପତି ଜଷ୍ଟିସ ଏନ କୋଟିଶ୍ୱର ସିଂହ ଓ ଜଷ୍ଟିସ୍ ଆର୍ ମହାଦେବନ
Copy and paste this URL into your WordPress site to embed
Copy and paste this code into your site to embed