www.samajalive.in
Sunday, December 7, 2025
18.1 C
Bhubaneswar

ଖୁବ୍‌ ସହଜ ; ଏମିତି ଜାଣନ୍ତୁ ସତେଜ ଓ ଖରାପ ଅଣ୍ଡା..

ଖାଉ ନାହାଁନ୍ତି ତ ଅଧିକ ଦିନର କିମ୍ବା ନଷ୍ଟ ହୋଇ ଯାଇଥିବା ଅଣ୍ଡା । ବାସ୍‌ ଏହି ସରଳ ଉପାୟରେ ଜାଣନ୍ତୁ..
ଆପଣ ସେବନ କରୁଥିବା ଅଣ୍ଡା ସତେଜ କି । କାରଣ ନଷ୍ଟ କିମ୍ବା ଅଧିକ ଦିନର ଅଣ୍ଡା ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବା ସହ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ।
ତେଣୁ ବଜାରରୁ ଅଣ୍ଡା କିଣିବା ପରେ ଘରେ ଏହା ସତେଜକୁ କି ନୁହେଁ ସରଳ ଉପାୟରେ ପରୀକ୍ଷା କରି ପାରିବେ ।
ଖରାପ କିମ୍ବା ଅଧିକ ଦିନର ବାସି ଅଣ୍ଡା କି ନୁହେଁ ଜାଣିବା ପାଇଁ ଏକ ପାତ୍ରରେ ପାଣି ନିଅନ୍ତୁ । ସେଥିରେ ଅଣ୍ଡା ପକାନ୍ତୁ ।
ସତେଜ ଅଣ୍ଡା ତୁରନ୍ତ ପାତ୍ର ଭିତରକୁ ବୁଡି ଯିବ । ମାତ୍ର ଅଧିକ ଦିନର ଅଣ୍ଡା ପାଣି ଉପରେ ଭାସିବ । ସମ୍ପୂର୍ଣ୍ଣ ଭାସିବା ଅର୍ଥ ଅଣ୍ଡା ନଷ୍ଟ ହୋଇ ସାରିଛି ।
ଏହାପରେ ଅଣ୍ଡାକୁ ଭାଙ୍ଗି ଏହା ଭିତରେ କୌଣସି ଦାଗ କିମ୍ବା ଅନ୍ୟ ରଙ୍ଗ ଦେଖିଲେ ତୁରନ୍ତ ଏହାକୁ ଫିଙ୍ଗି ଦିଅନ୍ତୁ ।

ବୟସ ଅନୁଯାୟୀ ରକ୍ତଚାପ କେତେ ରହିବା ଜରୁରୀ?

୧୬ ଅଗଷ୍ଟରେ ୨ ଦୁର୍ଲ୍ଲଭ ଯୋଗ: ୫ ରାଶିଙ୍କୁ ମିଳିବ ଲାଭ ହିଁ ଲାଭ, ବଦଳିଯିବ ଭାଗ୍ୟ, ରହିବିନି ଚିନ୍ତା..

- Advertisement -

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories