www.samajalive.in
Wednesday, December 10, 2025
14.1 C
Bhubaneswar

ଦିଲ୍ଲୀ ବିସ୍ଫୋରଣ : ଏମିତି କରିଥିଲେ ଯୋଜନା

ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ଫୋରଣ ଘଟଣାର ସମ୍ପୂର୍ଣ୍ଣ ଯୋଜନା ଲାଗିଛି ତଦନ୍ତକାରୀ ଦଳ ହାତରେ । ଏହାର ଖୁଲାସା କରିଛି ତଦନ୍ତକାରୀ ଦଳ । ତଦନ୍ତକାରୀ ଦଳ ଦେଇଥିବା ତଥ୍ୟ ଅନୁସାରେ ବାବ୍ରି ମସଜିଦର ପ୍ରତିଶୋଧ ନେବା ପାଇଁ ଡିସେମ୍ବର ୬ରେ ଦିଲ୍ଲୀର ୬ଟି ସ୍ଥାନରେ ବିସ୍ଫୋରଣ ପାଇଁ ଯୋଜନା ହୋଇଥିଲା ।  ବିସ୍ଫୋରଣ ପାଇଁ ଆତଙ୍କୀ ମାନେ ପର୍ଯ୍ୟାୟ କ୍ରମେ ଯୋଜନା କରିଥିଲେ । ପ୍ରଥମେ ବିସ୍ଫୋରଣ ପାଇଁ ଜୈଶ୍‌-ଏ-ମହମ୍ମଦ ଯୋଜନା ପ୍ରସ୍ତୁତ କରିଥିଲା । ଏହାପରେ ଆଇଡ଼ି ଓ ଗୋଳାବାରୁଦ ପାଇଁ ନୁହ ଓ ଗୁରୁଗ୍ରାମରୁ କଞ୍ଚାମାଲ କିଣିଥିଲେ ଆତଙ୍କୀ । କଞ୍ଚାମାଲ କିଣି ବିସ୍ଫୋରଣ ପାଇଁ ଆଇଡ଼ି ପ୍ରସ୍ତୁତ କରିଥିଲେ ଆତଙ୍କୀ । ତଦନ୍ତକାରୀ ଦଳର ତଥ୍ୟ ଅନୁସାରେ ଅଗଷ୍ଟ ମାସରେ ବିସ୍ଫୋରଣ ପାଇଁ ଆତଙ୍କୀ ମାନେ ଯୋଜନା କରିଥିଲେ । କିନ୍ତୁ ଏହାର କାର୍ଯ୍ୟକ୍ଷମ ବିଳମ୍ବ ଯୋଗୁଁ ଡିସେମ୍ବର ୬ କୁ ନୂଆ ତାରିଖ ଭାବେ ବାଛିଥିଲେ ଆଥଙ୍କୀ । ଯାହାର ସମ୍ପୂର୍ଣ୍ଣ ପର୍ଦ୍ଦାଫାଶ କରିଛି ତଦନ୍ତକାରୀ ଦଳ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories