www.samajalive.in
Saturday, December 6, 2025
26.1 C
Bhubaneswar

ଖୁବ୍ ଶୀଘ୍ର ଆସୁଛି ହରର୍ ସିନେମା “ଦର୍ପଣ”

ଭୁବନେଶ୍ଵର: ପ୍ରଥମ ଓଡ଼ିଆ ହରର୍ ସିନେମା “ଦର୍ପଣ” ଯାହା ବଡ଼ ପରଦାରେ ଖୁବ୍ ଶୀଘ୍ର ଆସିବାକୁ ଯାଉଛି । ଏହି ସିନେମା ଏକ ଭିନ୍ନ ଧରଣର ଭୟାନକ୍ କାହାଣୀ କୁ ନେଇ ଆଧାରିତ । ଏହି ସିନେମାର କାହାଣୀ ଓ ପ୍ରଯୋଜନା ଦାୟିତ୍ଵ ରେ ଅଛନ୍ତି ପ୍ରଡ୍ୟୁସର୍ ଦିଲ୍ଲୀପ କୁମାର ସାହୁ ଓ ନିର୍ଦ୍ଦେଶନା ଦେଇଛନ୍ତି ଭାରତ ପୁଷ୍ପରାଗ ଓ ଟେକ୍ନିକାଲ ସପୋର୍ଟ ଡାଇରେକ୍ଟର ଆନନ୍ଦ କୁମାର । ଏହି ସିନେମାରେ ଆପଣ ଦୁଇ ଜଣ ନାୟକ ଓ ଦୁଇ ଜଣ ନୟିକାଙ୍କୁ ଦେଖିବାକୁ ପାଇବେ ଅଙ୍କିତ କୁମାର୍ ଓ ଭାରତ ।

ଅଙ୍କିତଙ୍କ ବିପକ୍ଷ ରେ ଅଛନ୍ତି ସୁନ୍ଦରୀ ତୃପ୍ତି ମିରମ୍ବିକା ଓ ଭାରତ ଙ୍କ ବିପକ୍ଷରେ ଅଛନ୍ତି ସୁନ୍ଦରୀ ନାୟିକା ହିରନମୟୀ । ଆଗରୁ ତୃପ୍ତି ଓ ଅଙ୍କିତ ବହୁତ୍ ସାରା ସିନେମା ରେ ଏବଂ ବଡ ପରଦାରେ ଅଭିନୟ କରିସାରିଛନ୍ତି। ଭାରତ ଓ ହିରନମୟୀ ମଧ୍ୟ ଆଗରୁ ମ୍ୟୁଜିକ୍ ଭିଡିଓ ରେ ଅଭିନୟ କରିଛନ୍ତି । ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ଓ ଟୁନୁ ପଟ୍ଟନାୟକ ସଙ୍ଗୀତ ନିର୍ଦେଶନା ଦେଇଥିବାବେଳେ ଅସୀମା ପଣ୍ଡା, ହ୍ୟୁମାନ୍ ସାଗର , ଅନ୍ତରା ଚକ୍ରବର୍ତ୍ତୀ, ଅନନ୍ୟା ଶ୍ରୀତମ ନନ୍ଦ ଓ ନାଭ୍ୟା କଣ୍ଠଦାନ କରିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories