www.samajalive.in
Saturday, December 6, 2025
14.1 C
Bhubaneswar

୧୯ରୁ ଜୁନ୍‌‌ ୧୬ ହାଇକୋର୍ଟର ଗ୍ରୀଷ୍ମ ଅବକାଶ

କଟକ : ମେ’ ୧୯ରୁ ଜୁନ୍‌ ୧୬ପର୍ଯ୍ୟନ୍ତ ହାଇକୋର୍ଟର ଗ୍ରୀଷ୍ମ ଅବକାଶ ଘୋଷଣା ହୋଇଛି। ଅବକାଶ ଆରମ୍ଭ ହେବା ପୂର୍ବରୁ ଶୁକ୍ରବାର ଥିଲା ଶେଷ ଅଦାଲତ। ଜୁନ୍‌‌ ୧୭ରେ ପୁନର୍ବାର ଅଦାଲତ କାର୍ଯ୍ୟ କରିବ। ଏହା ମଧ୍ୟରେ ହାଇକୋର୍ଟର ୮ ଦିନ ଅବକାଶକାଳୀନ ଅଦାଲତ ବସିବ ବୋଲି ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ବିଜ୍ଞପ୍ତି କରାଯାଇଛି। ଏହି ସମୟରେ ଛୁଟିଦିନକୁ ଛାଡ଼ିେଦଲେ ଅନ୍ୟ ଦିନଗୁଡ଼ିକରେ ହାଇକୋର୍ଟ କାର୍ଯ୍ୟାଳୟ ସକାଳ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ କାର୍ଯ୍ୟକରିବ। ପ୍ରଥମ ଅବକାଶକାଳୀନ ଅଦାଲତ ଆସନ୍ତା ୨୦ରେ ବସିବ। ପରେ ମେ ୨୩, ୨୭, ୩୦, ଜୁନ୍‌ ୩, ୪, ୧୦, ଏବଂ ଜୁନ୍‌ ୧୩ ଶେଷ ଅବକାଶକାଳୀନ ଅଦାଲତ ବସିବ। ଏହି ସମୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ମାମଲାଗୁଡିକର ଶୁଣାଣି କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories