ୱାଶିଂଟନ : ହିନ୍ଦୀ ଭାଷାର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ଆମେରିକା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ହେଲେନା ହ୍ୱାଇଟ୍ ଗଣମାଧ୍ୟମକୁ ହିନ୍ଦୀରେ ମନ୍ତବ୍ୟ ଦେଇଛନ୍ତି। ପାକିସ୍ତାନ ନିର୍ବାଚନ ସମ୍ପର୍କରେ ଗଣମାଧ୍ୟମ ହ୍ୱାଇଟଙ୍କ ମନ୍ତବ୍ୟ ଚାହିଁଥିବାବେଳେ ସେ ହିନ୍ଦୀରେ ପ୍ରତିକ୍ରିୟା ରଖିଥିଲେ। ହ୍ୱାଇଟ ଦକ୍ଷିଣ ଏସିଆ ପାଇଁ ମୁଖପାତ୍ର ଅଛନ୍ତି।
Popular Categories



