ଏହି ୭ଟି ଜିଲାରେ ପ୍ରବଳ ବର୍ଷିବ

0

କଟକ: ବଙ୍ଗୋପସାଗର ଓ ଆରବ ସାଗରରେ ସମୁଦ୍ର ଅଶାନ୍ତ ରହିବ ସହ ରାଜ୍ୟରେ ମୌସୁମି ସକ୍ରିୟ ଯୋଗୁଁ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ କୋରାପୁଟ, ମାଲକାନାଗିରି, ବୌଦ୍ଧ, ସୋନପୁର, ବରଗଡ,ସମ୍ବଲପୁର ଓ ବଲାଙ୍ଗୀର ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ବରଗଡର ପାଇକମଲରେ  ସର୍ବଧିକ ୧୧ ସେମି ଓ ଝାରବନ୍ଧରେ ୯ସେମି ବର୍ଷା ରେକର୍ଡ କରାଯାଇଛି।

Leave A Reply