www.samajalive.in
Saturday, December 6, 2025
15.1 C
Bhubaneswar

ଲଗାଣ ବର୍ଷାରେ ଘର ଭାଙ୍ଗିଲା

ପାଟଣା: ଲଗାଣ ବର୍ଷାରେ ଭାଙ୍ଗିଲା ଘର । କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଅନ୍ତର୍ଗତ ପଣ୍ଡାପଡା ପଞ୍ଚାୟତ କମନାଳି ଗ୍ରାମର ହଳଧର ନାୟକଙ୍କ ଘର ଗତକାଲି ଲଗାଣ ବର୍ଷାରେ ଭାଙ୍ଗି ପଡିଛି । ହଳଧର ବାହାରେ ଥିବାରୁ ସେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ମାଟି ଯୋଡେଇ ଇଟା କାନ୍ଥ ଥିବା ଟାଇଲ ଛପର ଘରଟି ବର୍ଷାରେ ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିଲା । ଯାହାଫଳରେ ଘରଟି ଭୁଷୁଡି ପଡିଛି । କ୍ଷତିପୂରଣ ଯୋଗାଇ ଦେବାକୁ ହଳଧର ଏସମ୍ପର୍କରେ ରାଜସ୍ବ ବିଭାଗକୁ ଜଣାଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories