BJD Bijuli 287×100

ସାଢେ ୮ଟା ସୁଦ୍ଧା ୩୫ଟପିଲା ତାପମାତ୍ରା

bjd gruha runa banner

ଭୁବନେଶ୍ୱର: ସକାଳୁ ସକାଳୁ ଅସହ୍ୟ ତାତି ଅନୁଭୂତ ହେଉଛି। ସକାଳ ସାଢେ ୮ଟା ସୁଦ୍ଧା ୩୫ଡିଗ୍ରୀ ଟପିଛି ପାରଦ। ବାଲେଶ୍ୱରରେ ୩୫.୨ଡିଗ୍ରୀ ସହ ସବୁଠୁ ଉତପ୍ତ ସହର ପାଲଟିଛି।

ଗୋପାଳପୁର- ୩୨.୬ ଡିଗ୍ରୀ
ପୁରୀ- ୩୨.୬ ଡିଗ୍ରୀ
କଟକ- ୩୨.୨ ଡିଗ୍ରୀ
ଭୁବନେଶ୍ୱର- ୩୩.୨ ଡିଗ୍ରୀ
ପାରାଦୀପ- ୩୩.୪ ଡିଗ୍ରୀ
ଚାନ୍ଦବାଲି- ୩୩. ୪ ଡିଗ୍ରୀ
ଭବାନୀପାଟଣା- ୩୩.୦ ଡିଗ୍ରୀ

୯ ଜିଲ୍ଲାରେ ଖରା ସହ ଗୁଳୁଗୁଳି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାସହିତ ଦକ୍ଷିଣ – ପଶ୍ଚିମ ଓଡିଶାର ୧୫ ଜିଲ୍ଲାରେ ବିଜୁଳି ସହ ଘଡଘଡି ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ ।

Comments are closed.